We will fetch book names as per the search key...
| Seller | Price | |
|---|---|---|
| StoryMirror Best price | — | |
| Amazon | Price not available | |
| Flipkart | Price not available |
About the Book -
ଷ୍ଟୋରୀ ମିରର୍ ଏକ ସ୍ୱତନ୍ତ୍ର ଲିଖନ ପ୍ରତିଯୋଗିତା “ଟ୍ରାଇବ୍ସ ଅଫ୍ ଇଣ୍ଡିଆ” ଆରମ୍ଭ କରିଥିଲା, ଏହି ପ୍ରତିଯୋଗିତାଟି ଆଦିବାସୀ ସମ୍ପ୍ରଦାୟର ସଂଘର୍ଷ, ବିଜୟ, ପଶ୍ଚାଦ୍ଗମନ ଏବଂ ପ୍ରଗତିଶୀଳତା ଅନୁଭୂତି ସବୁ ଉପରେ ପରିବେଷ୍ଟିତ ଥିଲା।
ପ୍ରତିଯୋଗିତାରେ ପ୍ରାପ୍ତ ଶ୍ରେଷ୍ଠ କାହାଣୀକୁ ନେଇ ଏହି ପୁସ୍ତକ ରଚିତ। ଏହି ପୁସ୍ତକର ସମସ୍ତ ଲେଖା ହୃଦୟକୁ ଛୁଇଁ ଯାଉଥିବା ପ୍ରେରଣାଦାୟକ କାହାଣୀକୁ ନେଇ ଗଠିତ। ଆଦିମ ଜନଜାତିଙ୍କ ଗୁରୁତ୍ବ ଓ ମହତ୍ତ୍ୱକୁ ପ୍ରତିପାଦିତ କରୁଥିବା ଏହି ପୁସ୍ତକଟିକୁ ଅବଶ୍ୟ ପଢ଼ନ୍ତୁ।