Quotes

Audio

Read

Books


Write

Sign In

We will fetch book names as per the search key...

ପାର୍ବଣ (Parbana) - Story

By StoryMirror Contest Winners


GENRE

Anthology

PAGES

99

ISBN

ebook

PUBLISHER

StoryMirror

E-BOOK ₹0
Rs. 0
ADD TO CART

About The Book-


ପାର୍ବଣ ଋତୁର ଶୁଭ ଆଗମନେ ଅନିନ୍ଦ୍ୟ ରୂପଲାବଣ୍ୟ ଧାରଣ କରି ଚତୁର୍ଦ୍ଦିଗ ହୋଇ ଉଠେ ସରସ ସୁନ୍ଦର । କାଶତଣ୍ଡୀ ଫୁଲେ ନଈ ପଠା, ବିଲ ଧବଳ ବର୍ଣ୍ଣିତ, ସୁଶୋଭିତ, ଅପୂର୍ବ ନୀଳ କାନ୍ତିରେ ବିମଣ୍ଡିତ ହୁଏ ନୀଳଆକାଶ । କଳ କଳ ନାଦିନୀ ନଦୀ କୁଳୁ କୁଳୁ ନାଦରେ ଗାନ କରେ ମା'ଙ୍କ ସ୍ତୁତି । ମା' ଆସିଲେ, ଗାଁଠୁ ସହର ହୋଇ ଉଠେ ଚଳଚଞ୍ଚଳ, ମନରେ ଜାଗରିତ ଅପାର ଆନନ୍ଦ। ପୂଜାର୍ଚ୍ଚନା, ଆରାଧନା ସହ ଧୂପ, ଦୀପ, ନୈବେଦ୍ୟ,ଘଣ୍ଟା ଝାଞ୍ଜ, ଶଙ୍ଖ, ଭଜନ,ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୁଏ ଶକ୍ତିପୀଠ, ପୂଜାମଣ୍ଡପ। ଷୋଡ଼ଶୋପଚାରରେ ପୂଜା ପାଆନ୍ତି ମା' ଦୁର୍ଗା ଜଗତଜନନୀ।


ଏହି ସଂକଳନରେ ସଂକଳିତ ଗଳ୍ପ ସମୂହ ‘ପାର୍ବଣ – ଗଳ୍ପ’ ଲେଖା ଆହ୍ଵାନ ମାଧ୍ୟମରେ ପ୍ରାପ୍ତ। ସମୁଦାୟ ୩୦ ଗୋଟି ଗଳ୍ପକୁ ନେଇ ଏଇ ସଂକଳନର ପରିକଳ୍ପନା। ଆଶା ପାଠକପାଠିକାମାନେ ଏହାର ରସାସ୍ଵାଦନ କରିବେ।  


About The Author-


ଷ୍ଟୋରିମିରର୍ ଏକ ବହୁଭାଷୀ ସାହିତ୍ୟ ମଞ୍ଚ । ସାହିତ୍ୟର ପ୍ରଚାରପ୍ରସାର ନିମନ୍ତେ ଏହି ସଂସ୍ଥା ସବୁବେଳେ ଚେଷ୍ଟା କରିଆସୁଛି। ଅଦ୍ୟାବଧି ସମୁଦାୟ ଦଶଟି ଭାଷାରେ ଏହି ମଞ୍ଚ ଲେଖକ ଲେଖିକମାନଙ୍କୁ କାହାଣୀ, କବିତା ଓ ଉଦ୍ଧୃତି ଆଦି ସର୍ଜନାତ୍ମକ ଲିଖନର ସୁବିଧା ଯୋଗାଇଦେଇଆସିଛି।


ଏହା ବ୍ୟତୀତ ଆଜକୁ ଅନେକ ଲେଖକ-ଲେଖିକା ପୁସ୍ତକ ପ୍ରକାଶନ ସହ ଏହି ମଞ୍ଚରେ ଲେଖା ପ୍ରଦାନ କରୁଥିବା ଅନେକ ପ୍ରସିଦ୍ଧ ଲେଖକ-ଲେଖିକାଙ୍କ ମିଳିତ ଚୟନିକା ମଧ୍ୟ ପ୍ରକାଶିତ ହୋଇଆସୁଛି।



You may also like

Ratings & Reviews

Be the first to add a review!
Select rating
 Added to cart