Quotes

Audio

Read

Books


Write

Sign In

We will fetch book names as per the search key...

ଖୁସିର ସ୍ୱର (Khusira Swara)

★★★★★
Read the E-book in StoryMirror App. Click here to download : Android
Author | StoryMirror Contest Winners Publisher | StoryMirror Infotech Pvt. Ltd. ISBN | ebook Pages | 155 Genre | Anthology
E-BOOK
₹0



About the Book:-


ଖୁସି ପାଇଁ ଖୁସିର ଉତ୍ସକୁ ନିଜକୁ ନିର୍ମାଣ କରିବାକୁ ପଡ଼ିଥାଏ । କାର୍ଯ୍ୟ ଯେତିକି ସରଳ, ସେତିକି ଜଟିଳ। ସରଳ ଅର୍ଥ ଛୋଟଛୋଟ ଖୁସିରି ଆନନ୍ଦିତ ହେବା, ଜଟିଳ ଅର୍ଥ ଛୋଟଛୋଟ ଖୁସିକୁ ନଜରଅନ୍ଦାଜ କରି ଆଶାକୁ ବହୁଗୁଣିତ କରିବା । ଖୁସିର ଠିକଣା ମନ, ବାସ! ସରଳ ଆଉ ସନ୍ତୋଷ ହେଇଗଲେ ଖୁସି-ତାପାଖେ ଦିନ-ରାତି ରହିଥାଏ । ନିଜର ଆନନ୍ଦାନୁଭୂତି ନିଜ ପାଖରେ ଥାଏ । ଖୁସି ପିଲାମାନଙ୍କର ହସରେ ଥାଏ, ଅତିଥି ସତ୍କାରରେ ଥାଏ, ପ୍ରେମରେ ଥାଏ, ପଡ଼ୋଶୀଙ୍କ ସହ ଆଳାପରେ ଥାଏ, ମିଠା କଥାରେ, ପ୍ରକୃତି ପ୍ରେମରେ ଏମିତି ଅନେକ କିଛି ମାଧ୍ୟମରେ ଛୋଟଛୋଟ ଖୁସିରେ ଥାଏ ଜୀବନ ଜୀଇଁବାର ସଜ୍ଞା । କାଲି ପାଇଁ ଆଜିକୁ ହଜାନ୍ତୁନି ଛୋଟଛୋଟ ଖୁସିରେ ଖୁସି ରୁହନ୍ତୁ, ଦୁଃଖୀ ହୁଅନ୍ତୁନି। ଏହି ଇ-ପୁସ୍ତକରେ ନିଜର ସେ ଛୋଟଛୋଟ ଖୁସିରେ ଅନୁଭୂତି, ଅନୁଭବକୁ ଶବ୍ଦରେ ସଜ୍ଜିତ ହୋଇଛି। ଗଳ୍ପ, କବିତା, ମାଧ୍ୟମରେ ପ୍ରତିଫଳିତ ହୋଇଛି।
















Be the first to add review and rating.


 Added to cart