Quotes

Audio

Read

Books


Write

Sign In

We will fetch book names as per the search key...

ଅର୍ପିତା: କବିତା ସଂଗ୍ରହ (Arpita - A Poem Collection) - Anthology

★★★★★
Author | StoryMirror Authors Publisher | StoryMirror Infotech Pvt. Ltd. ISBN | 9789394603554 Pages | 232
PAPERBACK
₹225







About The Book:

କବିତାର ପ୍ରବାହ ଚିରନ୍ତନ । କବିତା ସବୁବେଳେ ନିତ୍ୟନୂତନ । କବିତା ତରଳ ମନର ଭାବନାର ଉଦ୍ଗିରଣ । ସେଇଥି ପାଇଁ ସାହିତ୍ୟର ଅନ୍ୟାନ୍ୟ ବିଭାବ ଅପେକ୍ଷା କବିତା ଆମ ପ୍ରାଣପ୍ରିୟ । ଅତି କମ୍ ସମୟରେ ତା' ଭିତରେ ଆମକୁ ସେ କରିପାରେ ଦଗ୍ଧିଭୂତ । ହୃଦୟରେ କରିପାରେ ଗଭୀର ରେଖାପାତ । ତେଣୁ କବିତା ଆମ ପ୍ରାଣର, ଆମ ଅନ୍ତସତ୍ତାର ବର୍ଣ୍ଣମୟ ପରିପ୍ରକାଶ । ସେ କବିତାର ରୂପକୁ, ତା'ର ବର୍ଣ୍ଣବିଭାକୁ ଆମ ସୁଧୀ ପାଠକମାନଙ୍କ ପାଖରେ ପହଞ୍ଚେଇବାର ଏକ ସାମାନ୍ୟ ପ୍ରୟାସ ମାତ୍ର "ଅର୍ପିତା" ।


About The Author:


ଏହି ସଂକଳନରେ ସମୁଦାୟ ତେଷଠି ଜଣ ସ୍ରଷ୍ଟାଙ୍କ ମନୋନୀତ କବିତା ସ୍ଥାନ ପାଇଛି । ସମସ୍ତ କବିତାର ଏକ ସ୍ୱତନ୍ତ୍ର ମାନ ଅଛି, ବ୍ୟାପ୍ତି ଅଛି । କିଛି ନବୀନ ଓ ପ୍ରବୀଣ ସ୍ରଷ୍ଟାଙ୍କ ଭାବ ଚେତନାର ସଞ୍ଚରଣ ଅନୁଭବ କରିବେ ଆପଣମାନେ ଏହି ସଂକଳନରେ । ଆମ୍ଭ ଆଶା ଷ୍ଟୋରିମିରର୍ ର ଏ ଆଦ୍ୟ ପ୍ରୟାସ ଶ୍ରଦ୍ଧାର ସହ ସମସ୍ତଙ୍କ ସ୍ୱୀକୃତି ହାସଲ କରିବ । ଆପଣଙ୍କ 'ଅର୍ପିତା' ଆପଣଙ୍କ ସମସ୍ତଙ୍କ କରକମଳରେ ନିବେଦନ କଲୁ ।

















Be the first to add review and rating.


 Added to cart