We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹150 | |
| Amazon | Price not available | |
| Flipkart | Price not available |
About the Author :
ଡ଼ଃ. ମମତାମୟୀ ଚୌଧୁରୀ ଆମ ସମୟର ଜଣେ ପ୍ରଚଣ୍ଡ ମମତାମୟୀ ସାରସ୍ୱତ ସାଧକ। ଗତାନୁଗତିକ ବିଷୟ,ଘଟଣା,ଭାବ ଓ ଚରିତ୍ର ପରିହାର କରି ସେ ସୃଷ୍ଟି କରିପାରନ୍ତି ନୀତି ନୂଆ ନୂଆ ସକାଳ ପରି ଘଟଣା ଓ ତା'ଭିତରେ ଆବିଷ୍କାର କରନ୍ତି ଅଜଣା ଅଚିହ୍ନା ଚରିତ୍ରମାନଙ୍କୁ। ଏହି କାରଣରୁ ତାଙ୍କ କୃତିଗୁଡ଼ିକ ହୋଇଥାଏ ଅନାନ୍ୟତାର ବାହାକ।