Quotes

Audio

Read

Books


Write

Sign In

We will fetch book names as per the search key...

ରୋମାଞ୍ଚକର ଅନୁଭୂତି (Romanchakar Anubhuti)

By StoryMirror Contest Winners


GENRE

Poetry

PAGES

129

ISBN

ebook

PUBLISHER

StoryMirror

E-BOOK ₹0
Rs. 0
Best Price Comparison
Seller Price
StoryMirror Best price
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART



About the Book:-


ଏକ ଅସାଧାରଣ ଅନୁଭୂତି ପୁଲକିତ କରେ ରୋମାଞ୍ଚିତ କରେ । କେତେବେଳେ ହର୍ଷ, ଉଲ୍ଲାସ ଓ ସାହସ ବଢ଼ିଯାଏ, ତ କେତେବେଳେ ଅବିଶ୍ୱସନୀୟ ଖୁସି ଓ ଆନନ୍ଦ ଅନୁଭବ ହୁଏ । ଛାତି ଧଡ୍ ଧଡ଼ ହୋଇଯାଏ, ମନ ଭିତରେ ସତର୍କ ଘଣ୍ଟିର ବିକଟାଳ ରଡ଼ିଘାତ ଧ୍ୱିନିତ ହୁଏ ଅବା କୌତୁହଳରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଏ । ସେ ଅନୁଭବକୁ ଅନୁମାନ କରିହୁଏ, ଆଖି ଆଗରେ ନାଚିଯାଏ, ଦେଖିଲା ପରି ଅନୁଭୂତି ହୁଏ । ଆମେ ସମସ୍ତ ଏଭଳି ରୋମାଞ୍ଚିତ ଶିହରିତ କରିବା ଭଳି କାହାଣୀ ଶୁଣିଛେ, ଅଙ୍ଗେନିଭାଇଛେ। ଯାହା ଆମକୁ ନିର୍ଭୀକତା ପ୍ରଦାନ କରିଥାଏ, ସାବଧାନ, ହୁସିଆର କରିଦେଇଥାଏ ।


ଭୟବିହ୍ୱଳ, ହୃତ୍‌ସ୍ପନ୍ଦନକୁ ତ୍ୱିରିତ କରୁଥିବା ଆପଣଙ୍କ ଜୀବନରେ, ମନରେ ଗଭୀର ରେଖାପାତ କରିଥିବା ଘଟଣାମାନ ଗଳ୍ପ ଓ କବିତାରେ ବର୍ଣ୍ଣନା ହୋଇଛି ଏହି ଇ-ପୁସ୍ତକ ମାଧ୍ୟମରେ ।










You may also like

Ratings & Reviews

Be the first to add a review!
Select rating
 Added to cart