Quotes

Audio

Read

Books


Write

Sign In

We will fetch book names as per the search key...

ପାର୍ବଣ: କବିତା (Parban - Poem)

By ଷ୍ଟୋରିମିରର୍ (StoryMirror)


GENRE

Poetry

PAGES

186

ISBN

ebook

PUBLISHER

StoryMirror

E-BOOK ₹125
Rs. 125
Best Price Comparison
Seller Price
StoryMirror Best price ₹125
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART



About the Book :


ପାର୍ବଣ ପରିତ୍ରାଣର ଋତୁ। ଯାହାର ଆଗମନରେ ଧରା ହୁଏ ପବିତ୍ର, ପ୍ରକୃତି ହୁଏ ସ୍ୱଚ୍ଛ, ହୃଦୟ ହୁଏ ଭକ୍ତିରେ ଉଦ୍ଭାସିତ। ମା’ଙ୍କ ଆଗମନି ବାର୍ତ୍ତା ନେଇ ନଈ ହୁଏ ପୂର୍ଣ୍ଣଗର୍ଭା, ପବନର ତାଳେ ତାଳ ଦେଇ କାଶତଣ୍ଡୀ ହୁଏ ନୃତ୍ୟରତା, ସସାଗରା ଧରଣୀ ହୁଏ ଜ୍ୟୋତ୍ସ୍ନା ପ୍ଲାବିତା। ଗାଁଠୁ ସହର ହୋଇଉଠେ ଉତ୍ସବମୁଖର, ଯେବେ ମା’ ଜଗତଜନନୀ ମଣ୍ଡପରେ ହୁଅନ୍ତି ବିରାଜିତା।

ଏହି ସଂକଳନରେ ସଂକଳିତ କବିତା ସମୂହ ‘ପାର୍ବଣ – କବିତା’ ଲେଖା ଆହ୍ଵାନ ମାଧ୍ୟମରେ ପ୍ରାପ୍ତ। ସମୁଦାୟ ୫୦ ଗୋଟି କବିତାକୁ ନେଇ ଏଇ ସଂକଳନର ପରିକଳ୍ପନା। ଆଶା ପାଠକପାଠିକାମାନେ ଏହାର ରସାସ୍ଵାଦନ କରିବେ।  



About the Author :


ଷ୍ଟୋରିମିରର୍ ଏକ ବହୁଭାଷୀ ସାହିତ୍ୟ ମଞ୍ଚ । ସାହିତ୍ୟର ପ୍ରଚାରପ୍ରସାର ନିମନ୍ତେ ଏହି ସଂସ୍ଥା ସବୁବେଳେ ଚେଷ୍ଟା କରିଆସୁଛି। ଅଦ୍ୟାବଧି ସମୁଦାୟ ଦଶଟି ଭାଷାରେ ଏହି ମଞ୍ଚ ଲେଖକ ଲେଖିକମାନଙ୍କୁ କାହାଣୀ, କବିତା ଓ ଉଦ୍ଧୃତି ଆଦି ସର୍ଜନାତ୍ମକ ଲିଖନର ସୁବିଧା ଯୋଗାଇଦେଇଆସିଛି। 

ଏହା ବ୍ୟତୀତ ଆଜକୁ ଅନେକ ଲେଖକ-ଲେଖିକା ପୁସ୍ତକ ପ୍ରକାଶନ ସହ ଏହି ମଞ୍ଚରେ ଲେଖା ପ୍ରଦାନ କରୁଥିବା ଅନେକ ପ୍ରସିଦ୍ଧ ଲେଖକ-ଲେଖିକାଙ୍କ ମିଳିତ ଚୟନିକା ମଧ୍ୟ ପ୍ରକାଶିତ ହୋଇଆସୁଛି। 










You may also like

Ratings & Reviews

Be the first to add a review!
Select rating
 Added to cart