We will fetch book names as per the search key...
| Seller | Price | |
|---|---|---|
| StoryMirror Best price | — | |
| Amazon | Price not available | |
| Flipkart | Price not available |
About the Book:-
ଗୁରୁ ମନୋବିଜ୍ଞାନୀ, ଗୁରୁ ମହାଜ୍ଞାନୀ, ଗୁରୁ ବ୍ରହ୍ମଜ୍ଞାନୀ, ଗୁରୁ ସର୍ବ ବିଦ୍ୟାର ଭଣ୍ଡାର । ବଶିଷ୍ଠ, ବିଶ୍ୱାମିତ୍ର, ସନ୍ଦିପନି, ଭୀଷ୍ମ, ଦ୍ରୋଣ, ଚାଣକ୍ୟ, ରାମକୃଷ୍ଣ ପରମହଂସ ଅନେକ ମହାନ, ଦିବ୍ୟ ଗୁରୁଙ୍କ ସୁଦକ୍ଷ କଥା, କାହାଣୀ ଆମେ ଶୁଣିଛେ। ସ୍ୱଂୟ ଭଗବାନ କୃଷ୍ଣ, ରାମ, ଏକଲବ୍ୟ, ଅର୍ଜୁନ, ଆରୁଣି, ଉପମନ୍ୟୁ, ସ୍ୱାମୀ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ସ୍ୱାମୀ ବିବେକାନନ୍ଦଙ୍କ ଭଳି ଶିଷ୍ୟଙ୍କ ନାମ ମଧ୍ୟ ଅମର ହୋଇ ରହିଛି ।
ଗୁରୁମାନଙ୍କ ଆଶିଷ ଓ ମାର୍ଗଦର୍ଶନ ଦ୍ୱାରା ଆମେ ନିଜ ଜୀବନକୁ ଗଢ଼ି ତୋଳି ସରସ ସୁନ୍ଦର କରିଛନ୍ତି , ସେହି ସମସ୍ତ ଗୁରୁଙ୍କ ପ୍ରତି ନିଜ କୃତଜ୍ଞତା ସହ ଭକ୍ତି ନୈବେଦ୍ୟ ଅର୍ପଣ ପୂର୍ବକ ଏହି ଇ-ପୁସ୍ତକର ସର୍ଜନା ।