Quotes

Audio

Read

Books


Write

Sign In

We will fetch book names as per the search key...

ଗୋପାଳ ଭାଣ୍ଡ (eBook)

★★★★★
Read the E-book in StoryMirror App. Click here to download : Android / iOS
Author | Storymirror Team Publisher | StoryMirror Infotech Pvt. Ltd. ISBN | E-BOOK Pages | 37
E-BOOK
₹5


ଗୋପାଳ ଭାଣ୍ଡ ହାସ୍ୟ ରସାତ୍ମକ ଏକ ଲୋକ ପ୍ରିୟ କାହାଣୀ । ସାଂପ୍ରତିକ ସମୟର ନିଛକ୍ ପ୍ରତିଛବି ସହ ହାସ୍ୟରସ ମାଧ୍ୟମରେ ସେସବୁର ସମାଧାନ ଏହି ଗଳ୍ପ ସମୂହରେ ପ୍ରତିଫଳିତ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ସବୁ ଉପାଦେୟ ବିଷୟ ଆଜିର ସମାଜରେ ଦେଖିବାକୁ ମିଳୁନି । କର୍ମ ବହୁଳ ଜୀବନଚର୍ଯ୍ୟା ଭିତରେ ମଣିଷ ଆଜି ଏମିତି ବନ୍ଦି ହୋଇ ଯାଇଛି ଯେ ଏଇ ସବୁକୁ ଖୋଜି ପଢିବା ପାଇଁ ତା’ ପାଖରେ ସମୟର ଅଭାବ ପରିଲକ୍ଷିତ ହେଉଛି । ସେଇ ବିଷୟକୁ ଗୁରୁତ୍ଵର ସହ ନେଇ ଷ୍ଟୋରିମିରର୍ ଆପଣଙ୍କ ପାଇଁ ନେଇ ଆସିଛି ସେଇ ସବୁ ଲୋକପ୍ରିୟ ଗଳ୍ପର ସମ୍ଭାର ।

 ଆଶା ପାଠକ ପାଠିକା ମାନେ ଉପକୃତ ହେବେ ।  





Be the first to add review and rating.


 Added to cart