Quotes New

Audio

Forum

Read

Books


Write

Sign In

Type key we will fetch book names

After purchase of e-books, you can read them in your profile page.

ଗୀତର ନଈ (eBook)

★★★★★

AUTHOR :
Kamal Kumar Dash
PUBLISHER :
StoryMirror Infotech Pvt. Ltd.
ISBN :
E-BOOK
PAGES :
145
E-BOOK
₹5

ସତରେ କେହି ନିଜର ସାଂଗ ଦେଖାହେଲେ ଭାରି ଭଲ ଲାଗେ । ଭଲ ଲାଗେ ପୁରୂଣା ଦିନକୁ ଫେରିବାକୁ , ଅନ୍ୟ ସାଂଗ ମାନକଂ କଥା ମନେ ପଡିଯାଏ । ମନେପଡେ ବିଗତ ଦିନର ହସ ଖୁସି ଆଉ ସ୍ମୃତି । ଗାଁ ଦାଣ୍ଡ ,ବର୍ଷା ପାଣି,ପୋଖରି,ମାଛ ଧରା ,ପଖାଳ ଖିଆ,ହୋଲିର ରଂଗ ଖେଳ ,ବାବନା ବର ର ଭୁତ , ସ୍କୁଲରେ ସାର୍ କଂ ବେତ,ବଣ ଭୋଜି ,ବୋଉ ,ଖୁଡି କଂ ସ୍ନେହ ଓ ସେ ପରିବେଶ । ଫେସ୍ ବୁକ୍ ର କବି ଓ କବିତା ଗ୍ରୁପ୍ ରେ ମୁଁ ୨୦୧୦ରୁ ଲଖେୁଛି ,ହୁଏତ ଆପଣମାନେ ପଢିଥିବେ । ମୋର କବିତା ଗୁଡିକ କୁସୁମାଞ୍ଜଳିର ରଚନା ପରେ ୨୦୦୪ ରୁ ୨୦୧୭ ଭିତରେ ଲିଖିତ , ଆପଣମାନଙ୍କ ମନକୁ ପାଇଲେ ଶ୍ରମ ସାର୍ଥକ ହେବ । 

ADD TO CART
 Added to cart