Quotes

Audio

Read

Books


Write

Sign In

We will fetch book names as per the search key...

ଗୀତର ନଈ (eBook)

By Kamal Kumar Dash


GENRE

Poetry

PAGES

145

ISBN

E-BOOK

PUBLISHER

StoryMirror

E-BOOK ₹5
Rs. 5
Best Price Comparison
Seller Price
StoryMirror Best price ₹5
Amazon Price not available
Flipkart Price not available
Prices on other marketplaces are indicative and may change.


ସତରେ କେହି ନିଜର ସାଂଗ ଦେଖାହେଲେ ଭାରି ଭଲ ଲାଗେ । ଭଲ ଲାଗେ ପୁରୂଣା ଦିନକୁ ଫେରିବାକୁ , ଅନ୍ୟ ସାଂଗ ମାନକଂ କଥା ମନେ ପଡିଯାଏ । ମନେପଡେ ବିଗତ ଦିନର ହସ ଖୁସି ଆଉ ସ୍ମୃତି । ଗାଁ ଦାଣ୍ଡ ,ବର୍ଷା ପାଣି,ପୋଖରି,ମାଛ ଧରା ,ପଖାଳ ଖିଆ,ହୋଲିର ରଂଗ ଖେଳ ,ବାବନା ବର ର ଭୁତ , ସ୍କୁଲରେ ସାର୍ କଂ ବେତ,ବଣ ଭୋଜି ,ବୋଉ ,ଖୁଡି କଂ ସ୍ନେହ ଓ ସେ ପରିବେଶ । ଫେସ୍ ବୁକ୍ ର କବି ଓ କବିତା ଗ୍ରୁପ୍ ରେ ମୁଁ ୨୦୧୦ରୁ ଲଖେୁଛି ,ହୁଏତ ଆପଣମାନେ ପଢିଥିବେ । ମୋର କବିତା ଗୁଡିକ କୁସୁମାଞ୍ଜଳିର ରଚନା ପରେ ୨୦୦୪ ରୁ ୨୦୧୭ ଭିତରେ ଲିଖିତ , ଆପଣମାନଙ୍କ ମନକୁ ପାଇଲେ ଶ୍ରମ ସାର୍ଥକ ହେବ । 



You may also like

Ratings & Reviews

Be the first to add a review!
Select rating
 Added to cart