Quotes

Audio

Read

Books


Write

Sign In

We will fetch book names as per the search key...

ଏ ତୋ ସେଇ କବିତା (eBook)

★★★★★
Read the E-book in StoryMirror App. Click here to download : Android / iOS
Author | Dr Chittaranjan Lenka Publisher | StoryMirror Infotech Pvt. Ltd. ISBN | E-BOOK Pages | 37
E-BOOK
₹5




ସ୍ରଷ୍ଟା ହେଉଛି ସମାଜର ଜାଗ୍ରତ ପ୍ରହରୀ । ଯାହାର ଲେଖନୀ ମୁନରେ କେବେ ଅନ୍ୟାୟ ପ୍ରତି ନିର୍ଭୟ ପ୍ରତିବାଦର ସ୍ଵର ଶୁଭେ ତ କେବେ ଏକ ନୂତନ ଦିଗଦର୍ଶନର । ସେଇ ସାଂପ୍ରତିକ କବି ଗୋଷ୍ଠୀ ମଧ୍ୟରେ ଶ୍ରୀଯୁକ୍ତ ଲେଙ୍କା ଆଦ୍ୟ ସ୍ମରଣୀୟ । ଦୀର୍ଘ ବର୍ଷରୁ ଅଦ୍ୟାବଧି କରିଆସିଛନ୍ତି ସେ ସାହିତ୍ୟ ଚାଷ, ତା’ ପୁଣି ସମାଜ ପାଇଁ । ଜଣେ ମାନବବାଦୀ ସ୍ରଷ୍ଟା ଭାବରେ ଯାହାଙ୍କ ଲେଖନୀ ସବୁ ବେଳେ ଦେଇ ଆସିଛି ସମାଜକୁ ନୂତନ ଚିନ୍ତା ଓ ଚେତନାର ସୁନେଲି ଆଲୁଅ ।


       ଅଦ୍ୟାବଧି ସେ ଅନେକ ଗୁଡିଏ କବିତା ଓ ଗଳ୍ପ ସୃଷ୍ଟି କରିସାରିଛନ୍ତି । ଏତତ୍ ଭିନ୍ନ ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେବା ସହ ସାଉଁଟି ପାରିଛି ଢେର ସାରା ଭଲପାଇବା । ଏଇ କବିତା ଗୁଚ୍ଛ କବିଙ୍କ ସେଇ କବିତା ସମୂହ ମଧ୍ୟରୁ ସଂଗୃହୀତ ।









Be the first to add review and rating.


 Added to cart