Log In

Type key we will fetch book names

After purchase of e-books, you can read them only in our Android app. Download App Now

ଏ ତୋ ସେଇ କବିତା (eBook)

★★★★★

AUTHOR :
Dr Chittaranjan Lenka
PUBLISHER :
StoryMirror Infotech Pvt. Ltd.
ISBN :
E-BOOK
PAGES :
37
E-BOOK
₹5



ସ୍ରଷ୍ଟା ହେଉଛି ସମାଜର ଜାଗ୍ରତ ପ୍ରହରୀ । ଯାହାର ଲେଖନୀ ମୁନରେ କେବେ ଅନ୍ୟାୟ ପ୍ରତି ନିର୍ଭୟ ପ୍ରତିବାଦର ସ୍ଵର ଶୁଭେ ତ କେବେ ଏକ ନୂତନ ଦିଗଦର୍ଶନର । ସେଇ ସାଂପ୍ରତିକ କବି ଗୋଷ୍ଠୀ ମଧ୍ୟରେ ଶ୍ରୀଯୁକ୍ତ ଲେଙ୍କା ଆଦ୍ୟ ସ୍ମରଣୀୟ । ଦୀର୍ଘ ବର୍ଷରୁ ଅଦ୍ୟାବଧି କରିଆସିଛନ୍ତି ସେ ସାହିତ୍ୟ ଚାଷ, ତା’ ପୁଣି ସମାଜ ପାଇଁ । ଜଣେ ମାନବବାଦୀ ସ୍ରଷ୍ଟା ଭାବରେ ଯାହାଙ୍କ ଲେଖନୀ ସବୁ ବେଳେ ଦେଇ ଆସିଛି ସମାଜକୁ ନୂତନ ଚିନ୍ତା ଓ ଚେତନାର ସୁନେଲି ଆଲୁଅ ।


       ଅଦ୍ୟାବଧି ସେ ଅନେକ ଗୁଡିଏ କବିତା ଓ ଗଳ୍ପ ସୃଷ୍ଟି କରିସାରିଛନ୍ତି । ଏତତ୍ ଭିନ୍ନ ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେବା ସହ ସାଉଁଟି ପାରିଛି ଢେର ସାରା ଭଲପାଇବା । ଏଇ କବିତା ଗୁଚ୍ଛ କବିଙ୍କ ସେଇ କବିତା ସମୂହ ମଧ୍ୟରୁ ସଂଗୃହୀତ ।







ADD TO CART
 Added to cart