Quotes

Audio

Read

Books


Write

Sign In

We will fetch book names as per the search key...

ସର୍ବୋତ୍ତମ ୨୦ କବିତା from Be A Poem Season 2 (Odia)

By StoryMirror Authors


GENRE

Poetry

PAGES

47

ISBN

e-book

PUBLISHER

StoryMirror

E-BOOK ₹0
Rs. 0
Sold By

StoryMirror

Sold and Shipped by StoryMirror
Instant Delivery
This is a digital product. It will be available instantly in your profile after purchase.
Read the E-book only on our Andriod App. Click here to download : Android
Best Price Comparison
Seller Price
StoryMirror Best price —
Amazon Price not available
Flipkart Price not available
Prices on other marketplaces are indicative and may change.

କବିତା ହେଉଛି ମନୁଷ୍ୟର ଆବେଗ ଏବଂ କଳ୍ପନାର ପରିପ୍ରକାଶ । ଯାହାର ପ୍ରତ୍ୟେକ ଶବ୍ଦ ଏକ କାହାଣୀ ଅପେକ୍ଷା ଅଧିକ ଅର୍ଥ ବହନ କରିପାରିବାରେ ସମର୍ଥ । ତେଣୁ ଏହି ଧାରଣା ସହିତ ଷ୍ଟୋରୀମିରର୍ ସମସ୍ତଙ୍କ ପାଇଁ ଭାରତର ସର୍ବ ବୃହତ ବୈଷୟିକ କବିତା ପ୍ରତିଯୋଗିତା ଆୟୋଜନ କରିଥିଲା । ମୁଖ୍ୟତଃ ସେହିମାନଙ୍କ ପାଇଁ ଯେଉଁମାନେ ନିଜ କଳ୍ପନା ଶକ୍ତିକୁ ପରିପ୍ରକାଶ କରିବାକୁ ପସନ୍ଦ କରନ୍ତି ।


ଷ୍ଟୋରୀମିରର୍ ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ଲେଖକମାନଙ୍କ ଠାରୁ ବହୁ ପରିମାଣରେ ପ୍ରତିକ୍ରିୟା ଗ୍ରହଣ କରିଥିଲା । ଯେଉଁମାନେ ପ୍ରେରଣାଦାୟକ ଏବଂ ଆକର୍ଷଣୀୟ କବିତା ମଧ୍ୟ ଦାଖଲ କରିଥିଲେ । ଏହି ସଂଗ୍ରହରେ, ଷ୍ଟୋରୀମିରର୍ ପ୍ରତିଯୋଗିତାରୁ ସର୍ବୋତ୍ତମ ୨୦ଟି କବିତା ସଂଗ୍ରହ କରିଛି ।ଆମ ପୂର୍ଣ୍ଣ ଆଶା ଓ ବିଶ୍ୱାସ ଯେ, ଏହି ଚମତ୍କାର କବିତା ସଂଗ୍ରହ ଆପଣଙ୍କର ସୁଖପାଠ୍ୟ ହୋଇପାରିବ ।


ଶୁଭ ପଠନ ।




You may also like

Ratings & Reviews

Be the first to add a review!
Select rating
 Added to cart