Audio New

Forum New

Read

Contest

Books


Write

Sign In

Type key we will fetch book names

After purchase of e-books, you can read them only in our Android app. Download App Now

ବଣମଲ୍ଲୀର ପ୍ରଥମ କଲି (eBook)

★★★★★

AUTHOR :
Arun Kumar Mitra
PUBLISHER :
StoryMirror Infotech Pvt. Ltd.
ISBN :
E-BOOK
PAGES :
79
E-BOOK
₹10

ଯେଦିନ ଆମି ବିଦାୟ ନେବୋ

ପୁଣ୍ୟଭୂମି ହୋତେ

ବୋଲବେ କୀ କେଉ ଆମାର କଥା

ବନେର ପଥେ ଯେତେ ।

କ୍ଷେତ ଖାମାରେ, ଶୋଓୟାର ଘରେ

ଦେବାଲୟେର କୋଣେ

ଆମାର ଲେଖା ଠାଇଁ ପାବେ କି

କାବ୍ୟ ପ୍ରେମୀର ମନେ ।

ହୟତୋ ଆମି ହରିୟେ ଯାବୋ

ସ୍ମୃତିର କୋଠା ହୋତେ

ପାଇ ଯଦି ସ୍ଥାନ ହାଜାର ସେଲାମ

କାବ୍ୟ ପ୍ରେମୀର ହାତେ ।

ବହୁଦିନ ପରେ ବଣ ମଲ୍ଲୀରେ ଆସିଛି

ପ୍ରଥମ କଲି

ସେଇ କଲି ଆଜି କାବ୍ୟ ଗୃହରେ

ଦେଲି ଶ୍ରଦ୍ଧାଞ୍ଜଳୀ ॥

ବିଶ୍ଵପିତା ବିଶ୍ଵସମ୍ରାଟ

ଶ୍ରୀ ଶ୍ରୀ ଜଗନ୍ନାଥ ଓ

ଉତ୍କଳ ଜନନୀଙ୍କ

ପାଦପଦ୍ମେ ଏଇ କ୍ଷୁଦ୍ର

କାବ୍ୟ ଗ୍ରନ୍ଥ ଉତ୍ସର୍ଗ କରାଗଲା ॥

ବିନୀତ : ଅରୁଣ କୁମାର ମିତ୍ର



ADD TO CART
 Added to cart