Quotes

Audio

Read

Books


Write

Sign In

We will fetch book names as per the search key...

ଶକ୍ତି ସ୍ୱରୂପା (Shakti Swarupa)

By StoryMirror Contest Winners


GENRE

Poetry

PAGES

73

ISBN

ebook

PUBLISHER

StoryMirror

E-BOOK ₹0
Rs. 0
Best Price Comparison
Seller Price
StoryMirror Best price
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


About the Book:-


ମା' ଆସିଲେ, ଗାଁଠୁ ସହର ହେବ ଚଳଚଞ୍ଚଳ, ମନରେ ଜାଗରିତ ଅପାର ଆନନ୍ଦ। ଭକ୍ତିରେ ଭକ୍ତ ଭାବବିହ୍ୱଳ। ମା' ଙ୍କ ଅଭିନନ୍ଦନ, ପୂଜାର୍ଚ୍ଚନା, ଆରାଧନା ସହ ଧୂପ, ଦୀପ, ନୈବେଦ୍ୟ,ଘଣ୍ଟା ଝାଞ୍ଜ, ଶଙ୍ଖ, ଭଜନ,ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବ ଶକ୍ତିପୀଠ, ପୂଜାମଣ୍ଡପ। ଯା' ଦେବୀ ସର୍ବଭୂତେଷୁ ଶ୍ଲୋକରେ ପ୍ରକମ୍ପିତ ହେବ ପୂଜା ମଣ୍ଡପ, ଚଣ୍ଡିପାଠରେ ମୁଖରିତ ହୁଏ ଶକ୍ତିପୀଠ। ଷୋଡ଼ଶୋପଚାରରେ ପୂଜା ପାଆନ୍ତି ମା' ଦୁର୍ଗା ଜଗତଜନନୀ। ସେହି ସୃଷ୍ଟିର ପାଳନକର୍ତ୍ତ୍ରୀ, ଦୁଷ୍ଟ ସଂହାରିଣୀ, ସୃଷ୍ଟିର ମଙ୍ଗଳକାରିଣୀ, ଶାନ୍ତି, ମୁକ୍ତି ପ୍ରଦାୟିନୀ,ଅଭୟବର ଦାୟିନୀ ଦେବୀଙ୍କୁ ଭକ୍ତି, ସ୍ତବ, ସ୍ତୁତି ନୈବେଦ୍ୟ ଅର୍ପଣ କରିବା ନିମନ୍ତେ ଏହି ଇ-ପୁସ୍ତକର ସର୍ଜନା । ୩୦ଗୋଟି କବିତାକୁ ନେଇ ଏହି ଇ-ପୁସ୍ତକ ସମୃଦ୍ଧ ।













You may also like

Ratings & Reviews

Be the first to add a review!
Select rating
 Added to cart