Quotes

Audio

Read

Books

Write

Sign In

We will fetch book names as per the search key...

ରୋମାଞ୍ଚିତ ଅନ୍ଧାର (Romanchita Andhar)

★★★★★
Author | ଉପେନ୍ଦ୍ର ପ୍ରସାଦ ମହଲା (Upendra Prasad Mahala) Publisher | StoryMirror Infotech Pvt. Ltd. ISBN | 9788119445530 Pages | 194 Genre | Short Stories
PAPERBACK
₹250
E-BOOK
₹125

About the Book:

ଲୋକପ୍ରିୟ, ବିଶିଷ୍ଟ କଥାକାର ଉପେନ୍ଦ୍ର ପ୍ରସାଦ ମହଲା ( ଭୁବନେଶ୍ବର, ଓଡ଼ିଶା ) ବୃତ୍ତିରେ ଜଣେ ସାମ୍ବାଦିକ । ଋଚି ତାଙ୍କର ସାହିତ୍ୟ ସାଧନା । ସୃଜନଶୀଳ ରଚନା ଲାଗି ସେ ସାଉଣ୍ଟିଛନ୍ତି ଅନେକ ପୁରସ୍କାର । ସାହିତ୍ୟ ବ୍ରିଗେଡିୟର ଭାବେ ତାଙ୍କୁ ସମ୍ମାନିତ କରାଯାଇଛି । ଫିଚରଧର୍ମୀ କାହାଣୀ, ନ୍ୟୁଜ ଫିଚର ଓ କବିତା ଲେଖି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସାମ୍ବାଦିକତା ଜୀବନରେ ଚଲାପଥରୁ ସାଉଣ୍ଟିଥିବା ସ୍ମୃତି ଓ ସତ୍ୟ ଘଟଣା ଅ।ଧାରରେ ଫିଚର ରଚନା କରି ସାହିତ୍ୟରେ ନୂତନତାର ସନ୍ଧାନ କରି ଅ।ସୁଛନ୍ତି ।

ଅ।ଲୋକ ଭଳି ଅନ୍ଧାର ଜୀବନର ଏକ ଧାରା ଓ ସତ୍ୟ । ଅନ୍ଧାରରୁ ଅ।ଲୋକକୁ ଯାତ୍ରା ଏକ ଅନ୍ବେଷା । ହୃଦୟର ରୋମାଞ୍ଚିତ, ନୀରନ୍ଦ୍ର ଅନ୍ଧାର ଭିତରେ ହଜି ନିଜକୁ ଖୋଜିବାର ଅଭୀପ୍ସାରୁ ସୃଷ୍ଟି ଗଳ୍ପ ପୁସ୍ତକ " ରୋମାଞ୍ଚିତ ଅନ୍ଧାର ।" 

ଅ।ସନ୍ତୁ ଗଳ୍ପରେ ସେହି ଚରିତ୍ରମାନଙ୍କୁ ଭେଟିବା ଯେଉଁମାନେ ବାସ୍ତବ, ଜୀବନ ସଂଘର୍ଷ ପଥରେ ଲେଖକଙ୍କ ସହଯାତ୍ରୀ ସାଜି ନିଜେ କାହାଣୀର ଚରିତ୍ର ପାଲଟି ଯାଇଛନ୍ତି । 

ଷ୍ଟୋରି ମିରର ଦ୍ବାରା ପ୍ରକାଶିତ ଭିନ୍ନ ସ୍ବାଦର ଫିଚରଧର୍ମୀ କାହାଣୀମାଳା " ରୋମାଞ୍ଚିତ ଅନ୍ଧାର "କୁ ଶୀଘ୍ର ସଂଗ୍ରହ କରନ୍ତୁ । ବର୍ତ୍ତମାନ ଫ୍ଲିପକାର୍ଟ ଓ ଅ।ମାଜନରେ ଏହା ଉପଲବ୍ଧ ।

About the Author:

Be the first to add review and rating.

 Added to cart