Quotes

Audio

Read

Books


Write

Sign In

We will fetch book names as per the search key...

ପାର୍ବଣ ୨୦୨୧: କାହାଣୀ (Parvan 2021-Story)

★★★★★
After purchase of e-magazines, you can read them in your profile page.
Author | StoryMirror Competition Publisher | StoryMirror Infotech Pvt. Ltd. ISBN | eBook Pages | 53
E-MAGAZINE
₹0

About the Author :

ପାର୍ବଣ ପରିତ୍ରାଣର ଋତୁ । ଯାହାର ଆଗମନରେ ଧରା ହୁଏ ପବିତ୍ର, ପ୍ରକୃତି ହୁଏ ସ୍ୱଚ୍ଛ, ହୃଦୟ ହୁଏ ଭକ୍ତିରେ ଉଦ୍ଭାସିତ । ମା'ଙ୍କ ଆଗମନି ବାର୍ତ୍ତା ନେଇ ନଈ ହୁଏ ପୂର୍ଣ୍ଣଗର୍ଭା, ପବନର ତାଳେ ତାଳ ଦେଇ କାଶତଣ୍ଡୀ ହୁଏ ନୃତ୍ୟରତା, ସସାଗରା ଧରଣୀ ହୁଏ ଜ୍ୟୋତ୍ସ୍ନା ପ୍ଲାବିତା । ଗାଁଠୁ ସହର ହୋଇଉଠେ ଉତ୍ସବମୁଖର, ଯେବେ ମା' ଜଗତଜନନୀ ମଣ୍ଡପରେ ହୁଅନ୍ତି ବିରାଜିତା ।

ଏହି ସଂକଳନରେ ସଂକଳିତ କାହାଣୀ ସମୂହ ‘ପାର୍ବଣ –କାହାଣୀ’ ଲେଖା ଆହ୍ଵାନ ମାଧ୍ୟମରେ ପ୍ରାପ୍ତ । ସମୁଦାୟ ୩୦ ଗୋଟି କାହାଣୀକୁ ନେଇ ଏଇ ସଂକଳନର ପରିକଳ୍ପନା । ଆଶା ପାଠକପାଠିକାମାନେ ଏହାର ରସାସ୍ଵାଦନ କରିବେ । 


- ସମ୍ପାଦକ 



Be the first to add review and rating.


 Added to cart