We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹50 | |
| Amazon | Price not available | |
| Flipkart | Price not available |
About The Book :
ବହି ବିଷୟରେ:
ଆଷାଢ଼ ପ୍ରଥମ ବର୍ଷରେ ଓଦା ହୋଇଥିବା ମାଟିର ବାସ୍ନା। କବିତା ଶୀତୁଆ ସକାଳର ସୁନେଲି କିରଣ, କବିତା ନବ ତରୁଣର ଉନ୍ନାଦନା,ନବଜାତ ଶିଶୁର ପ୍ରଥମ କ୍ରନ୍ଦନ,କବିତା କେତେକ ଉଦାସୀ ଆଖିରୁ ନୁଣି ଲୁହ ଆଉ ମଉଲ ଓଠର ଧାରେ ହସ।
କବିତା ସତରେ ଏମିତି କିଛି ଯାହାକୁ ଶବ୍ଦରେ ବାନ୍ଧି ହୁଏ ନାହିଁ। କବିତା କେବଳ ଅନୁଭବ କରିହୁଏ। ଯୁଗ ଯୁଗରୁ କବିତା ମଣିଷକୁ ଆହ୍ଲାଦିତ କରି ଆସୁଛି।
About The Author:
ମୋ ବିଷୟରେ ମୁଁ ଜଣେ ଉତ୍କଳୁ ବିଚ୍ଛିନ୍ନ କଳାବାଡ଼ିଆ ଗାଆଁର। ଜିଲ୍ଲା ହେଉଛି ଷଢୈଇକଳା ଖରସୁଆଁ। ବ୍ଲକ ଶାଖା ହେଉଛି ରାଜନଗର। ରାଜ୍ୟ ଝାଡ଼ଖଣ୍ଡ। ଓଡ଼ିଆ ଗାଁ ଟି, ମାତୃଭାଷା ଓଡ଼ିଆ।ମାତୃଭାଷା ଓଡ଼ିଆର ସୁରକ୍ଷା ପାଇଁ ମୁଁ ଓଡ଼ିଆ ଓ ହିନ୍ଦୀ ଭାଷାରେ କବିତା କାହାଣୀ ଲେଖିଛି, ପ୍ରଭୁ ଜଗନ୍ନାଥ ଓ ଶକ୍ତିରୂପା ଦୁର୍ଗାଙ୍କ କୃପାରୁ।
ସରସ୍ଵତୀଙ୍କ କରୁଣା ରହିଛି। ଜନ୍ମଭୂମି ଓ କର୍ମଭୂମି ବିଚ୍ଛିନ୍ନାଞ୍ଚଳରେ ମାତୃଭାଷାର ସୁରକ୍ଷା ହେଉ,ଓଡ଼ିଆ ଛାତ୍ରଛାତ୍ରୀ ମାତୃଭାଷା ଓଡିଆ ପଢନ୍ତୁ,ତାହା ପାଇଁ ହିଁ କବିତା ରଚନା। ରାଷ୍ଟ୍ରର ଉନ୍ନତି ପାଇଁ,ବଡ଼ ଠାକୁର ଜଗନ୍ନାଥଙ୍କ ପାଇଁ ଓ ଆମ ଓଡ଼ିଆ ସଂସ୍କୃତିର ଉନ୍ନତି ପାଇଁ ମୁଁ ଓଡ଼ିଆ ହିନ୍ଦୀରେ କବିତା ରଚନା କରୁଛି। ମୋ ସ୍ତ୍ରୀ ବୈଜନ୍ତି ଦେବୀ,ପୁତ୍ର ପାର୍ଥ ରାଉତ ଓ ମୋ ଦୁଇ ଝିଅଙ୍କ ସହଯୋଗ ରୁ ହିଁ ଏହା ସମ୍ଭବ ହୋଇ ପାରିଛି।