Quotes

Audio

Read

Books


Write

Sign In

We will fetch book names as per the search key...

ମାନସୀ କନ୍ୟା (Manasi Kanya) : ପ୍ରେରଣାଦାୟକ କବିତା ସଂଗ୍ରହ (Inspirational Poetry Collection)

By ବାସନ୍ତୀ ପଟ୍ଟନାୟକ (Basanti Pattnaik)


GENRE

Poetry

PAGES

186

ISBN

Ebook

PUBLISHER

StoryMirror

E-BOOK ₹139 PAPERBACK ₹275
Rs. 139
ADD TO CART



About the Book:


ସୁଖ ଓ ଦୁଃଖକୁ ନେଇ ଜୀବନ ନ‌ଈ, ସୁଖରେ ଖୁସିରେ ଆତ୍ମହରା ହୁଅନି କି ଦୁଃଖରେ ଭାଙ୍ଗି ପଡ଼ନାହିଁ, ଏ ସବୁକୁ ନେଇ ଦମ୍ଭରେ ଆଗକୁ ବଢ଼ିବା ହିଁ ଜୀବନର ମାପକାଠି, ଯାହା ତାଙ୍କ ଜୀବନ କ୍ଷେତ୍ରରେ ସ୍ପଷ୍ଟ ପ୍ରତୀୟମାନ। କିଛି ପ୍ରେରଣା ମୂଳକ ସମଷ୍ଟିକୁ ନେଇ ତାଙ୍କ କବିତା ସଙ୍କଳନ "ମାନସୀ କନ୍ୟା" ଜନ୍ମ ନେଇଛି। ଏହି ପୁସ୍ତକଟି ସୁଧି ବିଜ୍ଞ ପାଠକ ବର୍ଗଙ୍କ ସ୍ୱୀକୃତି ଓ ଆଦୃତି ଲାଭ କରିବ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି।


About the Author:


ମନ୍ଦିର ମାଳିନୀ ଭୁବନେଶ୍ୱରରେ ପିତା ଶ୍ରୀ ସତ୍ୟବାଦୀ ମିଶ୍ର ଓ ମାତା ଗୌରୀ ଦେବୀଙ୍କ କନ୍ୟା ରୂପେ ସେ କୋଳମଣ୍ଡନ କରିଥିଲେ। ବାଲ୍ୟକାଳରୁ ସେ ପିତାଙ୍କଦ୍ୱାରା ପ୍ରଭାବିତ ହୋଇ ସାହିତ୍ୟ କଳା ସଂସ୍କୃତି ପ୍ରତି ଗଭୀର ଭାବରେ ଆକୃଷ୍ଟ ହୋଇଥିଲେ। ସେ ପ୍ରଥମେ ସପ୍ତମ ଶ୍ରେଣୀରେ ପଢ଼଼ୁଥିବା ସମୟରେ ଏକ ଭକ୍ତିରସ ମିଶ୍ରିତ କବିତା ଲେଖି ପ୍ରଶଂସିତ ହୋଇଥିଲେ। ଛୋଟବେଳୁ କବିତା, ଗଳ୍ପ ଓ ଉପନ୍ୟାସ ପଢ଼ିବା ସଙ୍ଗେ ସଙ୍ଗେ ଲେଖିବାକୁ ଭଲ ପାଉଥିଲେ। ବୃତ୍ତିରେ ସେ ଜଣେ ବିୟୁଟିସିଆନ୍ (ସୌନ୍ଦର୍ଯ୍ୟ ବିଶେଷଜ୍ଞା) ଓ ପ୍ରଫେସନାଲ୍ ଟ୍ରେନର୍ ଅଟନ୍ତି । ସାହିତ୍ୟ ଜଗତ ପ୍ରତି ଅହେତୁକ ଆକର୍ଷଣ ଯୋଗୁ ସେ ବହୁ ଗଳ୍ପ, କବିତା ଓ କୋଟସ୍ ଲେଖି ଚାଲିଛନ୍ତି, ଲେଖନୀ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇ ଆସିଛନ୍ତି।







You may also like

Ratings & Reviews

Be the first to add a review!
Select rating
 Added to cart