Quotes

Audio

Read

Books


Write

Sign In

We will fetch book names as per the search key...

କୃଷ୍ଣଚୂଡ଼ା ହସ (Krushnachuda Hasa)

By ବୁନୀ ତ୍ରିପାଠୀ (Bunny Tripathi)


GENRE

Poetry

PAGES

69

ISBN

ebook

PUBLISHER

StoryMirror

E-BOOK ₹30
Rs. 30
Best Price Comparison
Seller Price
StoryMirror Best price ₹30
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


ବହି ବିଷୟରେ( About the Book)


ପାଇକା କୂଳରେ ଥିବା ରଘୁନାଥପୁରର ସାଧୁ ସାହି ବ୍ରାହ୍ମଣ ଶାସନରେ ଜନ୍ମ। ବାପା ଜଣେ ସରକାରୀ କର୍ମଚାରୀ ଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଖିବାର ସୌଭାଗ୍ୟ ମିଳିଥିଲା। ପ୍ରତିଟି ସ୍ଥାନର ପୃଷ୍ଠଭୂମି, ପରିବେଶ ମୋ ଉପରେ ପ୍ରଭାବ ପକାଇଥିଲା।


ଗ୍ରାମ୍ୟ ଜୀବନକୁ ଅଗ୍ରାଧିକାର ଦେଇ କିଛି ଲେଖିବାକୁ ଭଲଲାଗେ। ସମାଜରେ ଚିରାଚରିତ ଭାବରେ ଘଟି ଯାଉଥିଵା ଘଟଣାକୁ ନେଇ ଲେଖା ମାଧ୍ୟମରେ ସଚେତନ କରିବାକୁ ଚେଷ୍ଟା କରେ। ସ୍ରଷ୍ଟାର ସୃଷ୍ଟି ତାର ମାନସ ସନ୍ତାନ। କାହାକୁ ଭଲ ଲାଗୁଥିଲେ କିଏ ଏହାକୁ ଘୃଣା କରୁଥିବ, ତଥାପି ସ୍ରଷ୍ଟାର ଲକ୍ଷ୍ୟ ସୃଷ୍ଟି କରିବା, କାହାର ଭଲଖରାପ ତାକୁ ତା ପଥରୁ ବିଚ୍ୟୁତି କରିପାରେନି।ସେ ଆଗେଇ ଯାଏ ସେହି ପଥରେ.....।


ଲେଖକଙ୍କ ବିଷୟରେ( About the Author)


ଇ-ପୁସ୍ତକ-ଦେଶର ଅଗ୍ରଗଣ୍ୟ ପ୍ରକାଶନୀ ସଂସ୍ଥା ଷ୍ଟୋରିମିରର ଆନୁକୂଲ୍ୟରେ ଇ-ପୁସ୍ତକ ଜରିଆରେ ପ୍ରକାଶ ପାଇବାକୁ ଯାଉଛି ଇ-କବିତାଗୁଚ୍ଛ "କୃଷ୍ଣଚୂଡ଼ା ହସ"। ବର୍ତ୍ତମାନ କମ୍ପ୍ୟୁଟର ଯୁଗରେ ଇ-ପୁସ୍ତକକୁ ପାଠକମାନେ ଆଦରି ନେଉଛନ୍ତି।


ଇ-ପୁସ୍ତକ ଜରିଆରେ ପାଠକପାଠିକା ପାଖରେ ମୋ ସୃଷ୍ଟିକୁ ପହଞ୍ଚାଇବାର ଗୁରୁଦାୟିତ୍ଵ ଷ୍ଟୋରିମିରର ନେଇଥିବାରୁ ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞ।





You may also like

Ratings & Reviews

Be the first to add a review!
Select rating
 Added to cart