Quotes

Audio

Read

Books


Write

Sign In

We will fetch book names as per the search key...

ହୀରାମୁଦି (Hira Mudi) | ଓଡିଆ କ୍ଷୁଦ୍ର କାହାଣୀ (Odia Short Stories)

★★★★★
Read the E-book in StoryMirror App. Click here to download : Android / iOS
Author | ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ (Er. Siddhartha Sankar Tripathy) Publisher | StoryMirror Infotech Pvt. Ltd. ISBN | Ebook Pages | 202
E-BOOK
₹149
PAPERBACK
₹300






About the Book:


" ହୀରା ମୁଦି" ପୁସ୍ତକଟି ସମୁଦାୟ ୩୦ଟି ଗଳ୍ପର ସମାହାର। ଗଳ୍ପ ଗୁଡ଼ିକ ବିଭିନ୍ନ ଭାବଧାରା ସମ୍ବଳିତ ଯଥା ପ୍ରେମ, ବିରହ, ସଂସାର, ସୁଖ ଓ ଦୁଃଖ। ମୁଁ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ଲେଖିବାକୁ ଭଲ ପାଏ । ଆଶା ଓ ବିଶ୍ୱାସ ଏହି ଗଳ୍ପଗୁଛ ପାଠକୀୟ ଆଦୃତି ଲାଭ କରିବ।


About the Author:


ମୋର ଲେଖକୀୟ ପ୍ରୟାସ ୨୦୧୮ ମସିହାରେ " ବିକ୍ଷୁବ୍ଧ ବିଚୀମାଳା ବିଭ୍ରଷ୍ଟ ବୋଇତ ଓ ଅସାରେ ଖଳୁ ସଂସାରେ" ନାମକ ଦୁଇଟି ସ୍ଵପ୍ରକାଶିତ ପୁସ୍ତକରୁ ଆରମ୍ଭ। ତାପରେ ବିଭିନ୍ନ ଖବରକାଗଜମାନଙ୍କରେ ଯଥା ହୀରାଞ୍ଚଳ, ସମ୍ବାଦ କଳିକା,ପ୍ରଜାତନ୍ତ୍ର ସାପ୍ତାହିକୀ ଇତ୍ୟାଦିରେ କ୍ଷୁଦ୍ରଗଳ୍ପ ପ୍ରକାଶିତ। ଷ୍ଟୋରିମିରର ଓ ପ୍ରତିଲିପି ପରି ସାହିତ୍ୟମଞ୍ଚରେ ଅଦ୍ୟାବଧି ମୋ ଲେଖନୀ ଚଳଚଞ୍ଚଳ। ମୁଁ ଶ୍ରୀ ମନୋଜ ଦାସ, ବିଭୂତି ପଟ୍ଟନାୟକଙ୍କ ଜଣେ ଆଗ୍ରହ ସମର୍ଥକ (ଫ୍ୟାନ) । ମୋର ଏହି ପୁସ୍ତକରେ ବି ସେମାନଙ୍କ ରଚିତ ଗଳ୍ପର କେଇଧାଡ଼ି ପ୍ରତିଫଳିତ।
















Be the first to add review and rating.


 Added to cart