Quotes

Audio

Read

Books


Write

Sign In

We will fetch book names as per the search key...

ହେ ଦେବୀ (He devi)- Story

By StoryMirror contest Winners


GENRE

Short Stories

PAGES

59

ISBN

ebook

PUBLISHER

StoryMirror

E-BOOK ₹0
Rs. 0
Best Price Comparison
Seller Price
StoryMirror Best price
Amazon Price not available
Flipkart Price not available
Prices on other marketplaces are indicative and may change.

ବହି ବିଷୟରେ( About the Book)-


ସେ ସୃଷ୍ଟିର ପାଳନକର୍ତ୍ତ୍ରୀ, ଦୁଷ୍ଟ ସଂହାରିଣୀ, ସୃଷ୍ଟିର ମଙ୍ଗଳକାରିଣୀ, ଶାନ୍ତି, ମୁକ୍ତି ପ୍ରଦାୟିନୀ,ଅଭୟବର ଦାୟିନୀ । ସେ ମାତୃଶକ୍ତି ଦେବୀଙ୍କୁ, ଆଦ୍ୟାଶକ୍ତିଙ୍କୁ ଭକ୍ତି, ସ୍ତବ, ସ୍ତୁତି ନୈବେଦ୍ୟ, ପୂଜନ, ବନ୍ଦନ ନିମନ୍ତେ ଏହି ଇ-ପୁସ୍ତକର ସୃଷ୍ଟି । ଏହି ଶୁଭଅବସରରେ ମା'ଙ୍କ ଚରଣାଗତ ହୋଇ ନିଜ ସୃଜନତାକୁ "ହେ ଦେବୀ" ମାଧ୍ୟମରେ ପରିପ୍ରକାଶ କରାଯାଇଛି । ସଦବୁଦ୍ଧି, ସଦଜ୍ଞାନ, ସଦପ୍ରେରଣା, ସଦଭାବନା ପ୍ରାପ୍ତ ପାଇଁ ମା'ଙ୍କୁ ସମର୍ପି ଷ୍ଟୋରିମିରର ହେ ଦେବୀ କବିତା ଇ-ପୁସ୍ତକ ପ୍ରକାଶିତ । 16 ଗୋଟି ଗଳ୍ପକୁ ନେଇ ସମ୍ପୂର୍ଣ୍ଣ, ସମୃଦ୍ଧ ଏହି ଇ-ପୁସ୍ତିକା । ଦେବୀଙ୍କ ପାଦପଦ୍ମରେ ଭକ୍ତି ନୈବେଦ୍ୟ ଅର୍ପଣ ପୂର୍ବକ ଏହି ଇ-ପୁସ୍ତକର ସର୍ଜନା । 



You may also like

Ratings & Reviews

Be the first to add a review!
Select rating
 Added to cart