Quotes

Audio

Read

Books


Write

Sign In

We will fetch book names as per the search key...

ଏଇ ତ ଜୀବନ(eBook)

★★★★★
Read the E-book in StoryMirror App. Click here to download : Android / iOS
Author | Prasanta Kumar Senapati Publisher | StoryMirror Infotech Pvt. Ltd. ISBN | E-BOOK Pages | 45
E-BOOK
₹10




ସମସ୍ତ ଗଳ୍ପକୁ ମୋର ବୋଉଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲି । ଗଳ୍ପ ଗୁଡିକ ଆଜିର ସମାଜରେ ଘଟୁଥିବା ନିତିଦିନିଆ ଘଟଣା ବଳୀକୁ ନେଇ ବର୍ଣ୍ଣିତ ହୋଇଛି । ବାଞ୍ଝ ମାଆ" ନାରୀଟିଏ ଯେ କେବଳ ନିଜ ଗର୍ଭରୁ ଜନ୍ମ ଦେଲେ ମାଆ'ରେ ଗଣନା ହୁଏ, ଏହି ସାରାଂଶକୁ ଭୁଲ୍ ପ୍ରମାଣିତ ଗଳ୍ପ ମାଧ୍ୟମରେ କରାଯାଇଛି । ଏ ଯୁଗର କୃଷ୍ଣ ସୁଦାମା" ବନ୍ଧୁତ୍ଵର ଏକ ନୂତନ ଉଦାହରଣ । ଏକ ନୂତନ ପରିକଳ୍ପନାରେ ସୁନ୍ଦର ପ୍ରେମମୟ ଗଳ୍ପ "ତୋର ମୋର ଯୋଡି ସୁନ୍ଦର" । ବାପାଙ୍କ ପରିଶ୍ରମରେ ଯେଉଁ ଉପହାର ମିଳିଥାଏ, ସାରା ଜୀବନ ଗୋଟିଏ ଝିଅର ସ୍ମୃତି ହୋଇ ରହିଯାଏ । ଖୁବ୍ ସୁନ୍ଦର ଚେତନା ଧର୍ମୀ ଗଳ୍ପ "ବାପାଙ୍କ ସ୍ମୃତି" । ସଞ୍ଜୁ ଓ ସଞ୍ଜନା ଭିନ୍ନ ଏକ ନାଟକୀୟ ପ୍ରେମ କାହାଣୀ । ଜୀବନରେ ଅନେକ ଝଡଝଞ୍ଝା ଦେଇ ଗତି କରିବା ପରେ ମଧ୍ୟ ସଫଳ ପ୍ରେମର ରୂପାୟନ "ସଞ୍ଜୁ ଓ ସଞ୍ଜନା" । ଦୀପଟିଏ ଆଲୋକିତ କରିଥାଏ ଅନ୍ଧକାରକୁ, ଜୀବନରେ ଯେତେବେଳେ ଅନ୍ଧକାର ଘୋଟି ଆସେ ଓ ଶେଷ ସମୟରେ ଆମେ କାହାର ଆବଶ୍ୟକ ଲୋଡୁ, ସେତେବେଳେ କେହିଜଣେ ସାହାରା ଦିଏ । ପ୍ରେମ ଠାରୁ ଉର୍ଦ୍ଧ୍ଵରେ" ସୋସିଆଲ ମିଡିଆରୁ ଆରମ୍ଭ ହୋଇ ଖୁବ୍ ରୋମଞ୍ଚକର ଓ ବେଶ୍ ପ୍ରତିକ୍ରିୟାଶୀଳ ପ୍ରେମ କାହାଣୀ । "ଏଇତ ଜୀବନ" ସମାଜର ଚଳନ୍ତି ଘଟଣାବଳୀ ଓ ନିଚ୍ଛକ ସତ୍ୟତାକୁ ପ୍ରତିପାଦିତ କରିପାରୁଥିବା ଏକ ଗଳ୍ପ । ଉଦ୍ଧବ ଗୀତା" ପୌରାଣିକ ଘଟଣାବଳୀ ଉପରେ ଆଧାରିତ ଓ ଉଦ୍ଧବ ଶ୍ରୀକୃଷ୍ଣଙ୍କ କଥୋପକଥନ ଭିନ୍ନ ଏକ ଢଙ୍ଗରେ ଅତ୍ୟନ୍ତ ଶିକ୍ଷଣିୟ ବିଷୟ ବସ୍ତୁ ଉପରେ ଆଧାରିତ । "ପହିଲି ରଜରେ ପ୍ରଥମ ପ୍ରେମ" ଏକ ପ୍ରେମ କାହାଣୀ । ଦୁଇ ହୃଦୟର ନିବିଡ ପ୍ରେମ କିପରି ଉଭୟ ନାୟକ ଓ ନାୟିକାଙ୍କୁ ଦୁହିଁକ ଅଜାଣତରେ ଏକାକାର କରି ଦେଉଛି, ପଢିଲେ ନିଶ୍ଚୟ ଜାଣିପାରିବେ ।

ଚିନ୍ତା ଚେତନା ସାହିତ୍ୟ ଧର୍ମୀ ଓ ସମାଜର ହିତ ଉଦ୍ଦେଶ୍ୟରେ ସମଗ୍ର ଗଳ୍ପ ବେଶ୍ ଆମୋଦିତ କରିବ ପାଠକମାନଙ୍କୁ ।ଧନ୍ୟବାଦ ।।












Be the first to add review and rating.


 Added to cart