Quotes

Audio

Read

Books


Write

Sign In

We will fetch book names as per the search key...

ଦିବ୍ୟ ଦିପାବଳୀ (Divya Deepabali)

★★★★★
Read the E-book in StoryMirror App. Click here to download : Android / iOS
Author | StoryMirror Contest Winners Publisher | StoryMirror Infotech Pvt. Ltd. ISBN | ebook Pages | 71
E-BOOK
₹0

About the Book:-


କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ଉତ୍ସବ। କେତେ ରଙ୍ଗର, କେତେ ପ୍ରକାରର ଦୀପ ଜଳିବ । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ଧୁମଧାମରେ ପାଳିତ ହେବ। ଗୃହେ ଗୃହେ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ ହୁଏ, ପିଠାପଣା ସହ ହସଖୁସିରେ ଉତ୍ସବମୁଖରିତ ହୁଏ ଘର। ଆନନ୍ଦ ଓ ଉଲ୍ଲାସ ନେଇ ଆସେ । ଦୀପାବଳି। ଏହି ପର୍ବରେ ପୂର୍ବ ପୁରୁଷଙ୍କୁ ମନେ ପକାଯାଇ ଶ୍ରାଦ୍ଧ ଦିଆଯାଏ, ଦେବୀ କାଳୀଙ୍କୁ ପୂଜା କରାଯାଏ ତଥା ଅନେକ ସ୍ଥାନରେ ପୁଣି କେଉଁଠି ଲକ୍ଷ୍ମୀଙ୍କୁ ଆବାହନ କରାଯାଏ । 





Be the first to add review and rating.


 Added to cart