Quotes

Audio

Read

Books


Write

Sign In

We will fetch book names as per the search key...

କବିତା ସଂକଳନ

By Ajit Kumar Raut


GENRE

Poetry

PAGES

100

ISBN

ebook

PUBLISHER

StoryMirror

E-BOOK ₹20
Rs. 20
Best Price Comparison
Seller Price
StoryMirror Best price ₹20
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


About the book

ମୁଁ ଅଜିତ କୁମାର ରାଉତ , ଅତ୍ୟନ୍ତ ଗରିବ ଓ ଗାଁ ଗହଳିର ପିଲା, ମୁଁ ସାଧାରଣ କୄଷକର ପୁଅ। ବାପା ବହୁ କଷ୍ଟରେ ମୋତେ ପାଠ ପଢୈଇ ଥିଲେ। ମୋତେ ଛୋଟ କାଳରୁ ହି କବିତା, କାହାଣୀ ଲେଖିବାର ଇଚ୍ଛା ଥିଲା। କିନ୍ତୁ ମୁଁ ମୋ କଳାକୁ ଦେଖେଈବା ପାଇଁ କୌଣସି ପ୍ଲୈଟଫୋର୍ମ ପାଉ ନ ଥିଲି। ଏହି ବହି (କବିତା ସଙ୍କଳନ) ବିଷୟରେ ଏତିକି କହିବାକୁ ଚାହୁଁଛି ଯେ ଷ୍ଟୋରିମିରର ଯୋଗୁଁ ହି ଆଜି ମୁଁ ମୋ କଳାର ଉପସ୍ଥାପନ ସମସ୍ତଙ୍କ ଆଗରେ କରିପାରୁଛି। ଆଜି ଦିର୍ଘ ୬୫ ବର୍ଷ ପରେ ଏହି ଡିଜିଟାଲ ଯୁଗରେ ମୋ ମନର ରଚନା କବିତା ଗୁଡିକୁ ଷ୍ଟୋରିମିରର ମାନ୍ୟତା ଦେଇଥିବାରୁ ଏହି ବହି ତିଆରି ହୋଇଛି। ଏଥିପାଇଁ ସମସ୍ତ ଷ୍ଟୋରିମିରର ପରିବାର କୁ ବହୁତ ବହୁତ ଧନ୍ୟବାଦ। 


About the author

କବି ଶ୍ରିଯୁକ୍ତ ଅଜିତ କୁମାର ରାଉତ

ଗାଁ-କଳାବାଡିଆ

ବ୍ଲକ/ଥାନା - ରାଜନଗର

ଜିଲ୍ଲା- ସଢୈଇକଳା ଖରସୁଆଁ{ବିଚ୍ଛିନ୍ନାଚଳ}

ରାଜ୍ୟ-ଝାଡ଼ଖଣ୍ଡ

ପିନ କୋଡ-831002

ଶିକ୍ଷା-I.COM

ଜନ୍ମତିଥି- 20th may 1954

     

 ପରିଚୟ:-  ଓଡ଼ିଶାର ବିଚ୍ଛନ୍ନାଚଳ ସଢୈଇକଳା ଖରସୁଆଁ ଜିଲ୍ଲା ରେ ମୋ ଗାଁ କଳାବାଡିଆ। ବ୍ଳକ୍ ଶାଖା ଏବଂ ପୋଷ୍ଟ ଅଫିସ ହେଉଛି ରାଜନଗର। ବର୍ତ୍ତମାନ ଆମ ରାଜ୍ୟ ହେଉଛି ଝାଡ଼ଖଣ୍ଡ ଯାହା ପୁର୍ବରୁ ବିହାର ଅଧିନସ୍ଥ ଥିଲା।

    ସାମାଜିକ ସେବା କରିବା, ନାଟକରେ ଭାଗ ନେବା, କବିତା ଲେଖିବା, ମୋ ଜୀବନର ଉଦ୍ଦେଶ୍ୟ ଥିଲା। କବିତା ମାଧ୍ୟମରେ ଜନଜନଙ୍କୁ ସତ୍ୟ ପଥରେ ନେବା, ରାଷ୍ଟ୍ରର ନିର୍ମାଣରେ ଜନହୀତ କାର୍ଯ୍ୟକୁ ଜନଜନ ଭିତରେ ଜାଗ୍ରତ କରିବା, ନିସ୍ବାର୍ଥର ଭକ୍ତି ଭାବରେ ପ୍ରଭୁଙ୍କ ବିଷୟରେ କବିତା ଲେଖିବା, ମାତୃଭାଷା ପ୍ରତି ଜନଜନଙ୍କୁ ଜାଗ୍ରତ ହିଁ ମୋର କବିତାର ରୁପ ଓ ଉଦ୍ଦେଶ୍ୟ। ଜୟ ଜଗନ୍ନାଥ ସ୍ୱାମୀ





You may also like

Ratings & Reviews

Be the first to add a review!
Select rating
 Added to cart