Log In

Type key we will fetch book names

After purchase of e-books, you can read them only in our Android app. Download App Now

ବିକ୍ରମ ବେତାଳ (eBook)

★★★★★

AUTHOR :
Storymirror Team
PUBLISHER :
StoryMirror Infotech Pvt. Ltd.
ISBN :
E-BOOK
PAGES :
62
E-BOOK
₹5

ବିକ୍ରମ ବେତାଳ ଏକ ଲୋକ ପ୍ରିୟ କାହାଣୀ । ସାଂପ୍ରତିକ ସମୟର ନିଛକ୍ ପ୍ରତିଛବି ସହ ଏହାର ସମାଧାନ ଏହି ଗଳ୍ପ ସମୂହରେ ପ୍ରତିଫଳିତ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ସବୁ ଉପାଦେୟ ବିଷୟ ଆଜିର ସମାଜରେ ଦେଖିବାକୁ ମିଳୁନି । କର୍ମ ବହୁଳ ଜୀବନଚର୍ଯ୍ୟା ଭିତରେ ମଣିଷ ଆଜି ଏମିତି ବନ୍ଦି ହୋଇ ଯାଇଛି ଯେ ଏଇ ସବୁକୁ ଖୋଜି ପଢିବା ପାଇଁ ତା’ ପାଖରେ ସମୟର ଅଭାବ ପରିଲକ୍ଷିତ ହେଉଛି । ସେଇ ବିଷୟକୁ ଗୁରୁତ୍ଵର ସହ ନେଇ ଷ୍ଟୋରିମିରର୍ ଆପଣଙ୍କ ପାଇଁ ନେଇ ଆସିଛି ସେଇ ସବୁ ଲୋକପ୍ରିୟ ଗଳ୍ପର ସମ୍ଭାର ।

 ଆଶା ପାଠକ ପାଠିକା ମାନେ ଉପକୃତ ହେବେ ।  



ADD TO CART
 Added to cart