Quotes

Audio

Read

Books


Write

Sign In

We will fetch book names as per the search key...

ଆଦ୍ୟାଶା (Adyasha)

By ଅବଧୂତ ପ୍ରସାଦ ପଣ୍ଡା (Abadhuta Prasad Panda)


GENRE

Drama

PAGES

106

ISBN

ebook

PUBLISHER

StoryMirror

E-BOOK ₹65 PAPERBACK ₹130
Rs. 65
Best Price Comparison
Seller Price
StoryMirror Best price ₹65
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART





About the Book:


“ଆଦ୍ୟାଶା” ପୁସ୍ତକଟି ସମୁଦାୟ ବାଇଶିଟି ଗଳ୍ପର ସମାହାର l ଗଳ୍ପଗୁଡ଼ିକ ବିଭିନ୍ନ ମିଶ୍ର ଭାବଧାରା ସମ୍ବଳିତl ପିଲାଦିନର ଆଈମା କାହାଣୀଠୁଁ ଆରମ୍ଭ କରି ପରିପକ୍ୱ ବୟସର ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତିରେ ପରିପୁଷ୍ଟ l


ଏହା ସ୍ୱକୀୟ କଳ୍ପନା ଏବଂ ବାସ୍ତବ ଦର୍ଶନର ଫେଣ୍ଟାଫେଣ୍ଟି ଏକ ଅଭିନଵ ପ୍ରୟାସ ଯାହା ଲିପିବଦ୍ଧ ହୋଇଛି ଲେଖନୀ ମୁନରେ ଆଉ ପ୍ରିୟ ପାଠକ ପାଠିକାମାନଙ୍କ ସମ୍ମୁଖରେ ପରିବେଶିତ ହୋଇଛି ଆକାଶ ଜାଲ ମାଧ୍ୟମରେ ଅଙ୍ଗୁଳି ମୁନରେ ଯେଉଁଗୁଡ଼ିକ ପଠନ କ୍ରମରେ ସେମାନଙ୍କ ସାହିତ୍ୟ ମନସ୍କତାକୁ ସୁଚାରୁରୂପେ ପରିପୁଷ୍ଟ କରିବ ବୋଲି ଆମର ଦୃଢ଼ ଆତ୍ମପ୍ରତ୍ୟୟ l


About the Author:


ସାହିତ୍ୟ ଏକ ସାରସ୍ୱତ ବରଦାନl ଜନ ମନ ଅନୁରାଗୀ l ମଣିଷର ଜୀବନ ଦୁଃଖ ସୁଖ ସ୍ନେହ ଘୃଣା କ୍ରୋଧ ଇତ୍ୟାଦି ଗୁଣ ଓ ଅଵଗୁଣର ଖଣିl ସେଗୁଡ଼ିକ ସାହିତ୍ୟର ଏକ ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ l 


ସାହିତ୍ୟ ମଣିଷର ବିଷାକ୍ତ ଜୀବନରେ ଅମୃତର ଧାରା ବର୍ଷଣ କରି ତା'ର ମନପ୍ରାଣରେ ପୁନର୍ବାର ଭରିଦିଏ ସତେଜତାl ସାହିତ୍ୟ ଶୁଷ୍କ ମରୁଭୂମିରୂପୀ ମଣିଷ ମନରେ ମରୁଦ୍ୟାନ ପ୍ରତିଷ୍ଠା କରି ତା'ର ମାନବୀୟ କୋଷଗୁଡ଼ିକୁ ମଧୁରତା ସହିତ କରିଥାଏ କ୍ରିୟାଶୀଳl ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଅବଧୂତ ପ୍ରସାଦ ପଣ୍ଡାଙ୍କ ଦ୍ୱାରା ଲିଖିତ "ଆଦ୍ୟାଶା" ନିଶ୍ଚୟ ପ୍ରତ୍ୟେକ ଓଡ଼ିଆ ସାହିତ୍ୟପ୍ରେମୀ ଜନମାନସରେ ଆଦୃତ ହେବ ବୋଲି ଆମ୍ଭର ପୂର୍ଣ୍ଣ ବିଶ୍ୱାସ ଯାହାକୁ କର୍ମକ୍ଷେତ୍ରରୁ ଅବସର ନେବା ପରେ ମନ ପ୍ରାଣ ଢାଳି ସେ ଗଢ଼ି ତୋଳିଛନ୍ତି l


ଆଉ ତାଙ୍କର ସୃଜନ ଶୀଳତାକୁ ଉକ୍ତ ପୁସ୍ତିକାଟିର ପ୍ରତି ପୃଷ୍ଠାରେ ସଜାଇ ଲିପିବଦ୍ଧ କରି ଆଦ୍ୟ ଆକାଂକ୍ଷାକୁ ପ୍ରତିପାଦିତ କରି ପାରିଛନ୍ତି । ଆଶା, ପୁସ୍ତିକା "ଆଦ୍ୟାଶା" ନିଶ୍ଚୟ ମାତୃଭାଷା ପ୍ରେମୀ ଓଡ଼ିଆ ପାଠକ ମହଲରେ ଆଦୃତ ହୋଇ ପାରିବ-ଏହା ନିଃସନ୍ଦେହରେl













You may also like

Ratings & Reviews

Be the first to add a review!
Select rating
 Added to cart