Quotes

Audio

Read

Books


Write

Sign In

We will fetch book names as per the search key...

ଅବୋଲକରା କାହାଣୀ (eBook)

By Storymirror Team


GENRE

Children

PAGES

58

ISBN

E-BOOK

PUBLISHER

StoryMirror

E-BOOK ₹5
Rs. 5
ADD TO CART


ଅବୋଲକରା କାହାଣୀ ଏକ ଲୋକ ପ୍ରିୟ କାହାଣୀ ଭାବରେ ସୁପରିଚିତ । ସାଂପ୍ରତିକ ସମୟର ନିଛକ୍ ପ୍ରତିଛବି ଏହି ଗଳ୍ପ ସମୂହରେ ପ୍ରତିଫଳିତ ହେବା ସହ ଅନେକ ଗୁଡିଏ ପ୍ରାଚୀନ ରହସ୍ୟମୟ ସ୍ଥାନ ବିଷୟରେ ଏଥିରେ ବର୍ଣ୍ଣିତ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କାହାଣୀ ମାଳା ଆଜିର ସମାଜରେ ଦେଖିବାକୁ ମିଳୁନି । କର୍ମ ବହୁଳ ଜୀବନଚର୍ଯ୍ୟା ଭିତରେ ମଣିଷ ଆଜି ଏମିତି ବନ୍ଦି ହୋଇ ଯାଇଛି ଯେ ଏଇ ସବୁକୁ ଖୋଜି ପଢିବା ପାଇଁ ତା’ ପାଖରେ ସମୟର ଅଭାବ ପରିଲକ୍ଷିତ ହେଉଛି । ସେଇ ବିଷୟକୁ ଗୁରୁତ୍ଵର ସହ ନେଇ ଷ୍ଟୋରିମିରର୍ ଆପଣଙ୍କ ପାଇଁ ନେଇ ଆସିଛି ସେଇ ସବୁ ଲୋକପ୍ରିୟ ଗଳ୍ପର ସମ୍ଭାର । ଯାହା ଷ୍ଟୋରିମିରର୍ ଦ୍ଵାରା ସଂଗୃହିତ ।

 ଆଶା ପାଠକ ପାଠିକା ମାନେ ଉପକୃତ ହେବେ ।  



You may also like

Ratings & Reviews

Be the first to add a review!
Select rating
 Added to cart