Log In

Type key we will fetch book names

After purchase of e-books, you can read them only in our Android app. Download App Now

ଅବୋଲକରା କାହାଣୀ (eBook)

★★★★★

AUTHOR :
Storymirror Team
PUBLISHER :
StoryMirror Infotech Pvt. Ltd.
ISBN :
E-BOOK
PAGES :
58
E-BOOK
₹5

ଅବୋଲକରା କାହାଣୀ ଏକ ଲୋକ ପ୍ରିୟ କାହାଣୀ ଭାବରେ ସୁପରିଚିତ । ସାଂପ୍ରତିକ ସମୟର ନିଛକ୍ ପ୍ରତିଛବି ଏହି ଗଳ୍ପ ସମୂହରେ ପ୍ରତିଫଳିତ ହେବା ସହ ଅନେକ ଗୁଡିଏ ପ୍ରାଚୀନ ରହସ୍ୟମୟ ସ୍ଥାନ ବିଷୟରେ  ଏଥିରେ ବର୍ଣ୍ଣିତ  । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କାହାଣୀ ମାଳା ଆଜିର ସମାଜରେ ଦେଖିବାକୁ ମିଳୁନି । କର୍ମ ବହୁଳ ଜୀବନଚର୍ଯ୍ୟା ଭିତରେ ମଣିଷ ଆଜି ଏମିତି ବନ୍ଦି ହୋଇ ଯାଇଛି ଯେ ଏଇ ସବୁକୁ ଖୋଜି ପଢିବା ପାଇଁ ତା’ ପାଖରେ ସମୟର ଅଭାବ ପରିଲକ୍ଷିତ ହେଉଛି । ସେଇ ବିଷୟକୁ ଗୁରୁତ୍ଵର ସହ ନେଇ ଷ୍ଟୋରିମିରର୍ ଆପଣଙ୍କ ପାଇଁ ନେଇ ଆସିଛି ସେଇ ସବୁ ଲୋକପ୍ରିୟ ଗଳ୍ପର ସମ୍ଭାର । ଯାହା ଷ୍ଟୋରିମିରର୍ ଦ୍ଵାରା ସଂଗୃହିତ ।

 ଆଶା ପାଠକ ପାଠିକା ମାନେ ଉପକୃତ ହେବେ ।  



ADD TO CART
 Added to cart