Quotes

Audio

Read

Books


Write

Sign In

We will fetch book names as per the search key...

ସଖି ଗୋ (Sakhi go)

★★★★★
Author | Soumya ସୌମ୍ୟା Publisher | StoryMirror Infotech Pvt. Ltd. ISBN | 1230000000154 Pages | 104 Genre | Poetry
PAPERBACK
₹150

About the Book: 


ନିସ୍ତବ୍ଧ ନିଶାରେ ଗଭୀର ମାନସ ମନ୍ଥନର ଫଳ ହେଉଛି କବୟିତ୍ରୀ ସୌମ୍ୟାଙ୍କ ପ୍ରଥମ କବିତା ସଂକଳନ “ସଖି ଗୋ…” । ଏଥିରେ ସନ୍ନିବେଶିତ ସମସ୍ତ କବିତାରେ ଭାବ ଭରି ରହିବା ସହିତ କବିତାଗୁଡ଼ିକର ଶବ୍ଦ ସଂଯୋଜନା ସୁନ୍ଦର ହୋଇଛି । କବିତା ଗୁଡ଼ିକ ମନକୁ ଛୁଇଁବା ପରି ନୁହେଁ, ବରଂ ମନରେ ଘର କରିବା ପରି । ସଂକଳନଟି ବିପୁଳ ପାଠକୀୟ ଆଦୃତି ହାସଲ କରିବାର ଆଶା ରଖେ । 



 About the author: 

କବୟିତ୍ରୀଙ୍କର ଜନ୍ମ କଟକ ଜିଲ୍ଲାର ବାଜପୁରା ବିଶିଆ ସାହିରେ । ସେ ଓଡ଼ିଆ ଅନର୍ସରେ ସ୍ନାତକ ପଢ଼ିବା ସମୟରେ କବିତା ରଚନା ପ୍ରତି ବିଶେଷ ଭାବରେ ଆଗ୍ରହୀ ହୋଇଥିଲେ । ଓଡ଼ିଆ କାବ୍ୟ ପରମ୍ପରାର ଜଣେ ବିଦଗ୍ଧ ପାଠିକା ହେବା ସହିତ ନିଜ ଜୀବନର ଅନୁଭୂତି ତଥା ଆଖପାଖର ମଣିଷମାନଙ୍କୁ ନେଇ ଲେଖିବାରେ ରୁଚି ରଖନ୍ତି କବୟିତ୍ରୀ ସୌମ୍ୟା ।







Be the first to add review and rating.


 Added to cart