Quotes

Audio

Read

Books


Write

Sign In

We will fetch book names as per the search key...

ଆକାଶେ ବାଦଲ (Akashe Badala)

By Jibanananda Dash


GENRE

Poetry

PAGES

78

ISBN

9789360707408

PUBLISHER

StoryMirror

E-BOOK ₹60
60 ₹70
Best Price Comparison
Seller Price
StoryMirror Best price ₹60
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


About the Book:


କବି ଜୀବନାନନ୍ଦ ଦାଶ 'ଆକାଶେ ବାଦଲ' କବିତା ସଂକଳନଟି ମୋଟ ଏକଷଠି ଗୋଟି କବିତାର ସମାହାର ।

ଜୀବନର ଆରମ୍ଭରୁ ଉତ୍ତରଣ ପର୍ଯ୍ୟନ୍ତ, ବାଲ୍ୟ ଜୀବନର ସ୍ମୃତି, କଳା, ସାହିତ୍ୟ, ଦର୍ଶନ, ରାଜନୀତି, ବିଜ୍ଞାନ, ପରିବେଶ ଓ ପରିସ୍ଥିତି ଆଦି ପୁସ୍ତକରେ କବିତା ମାଧ୍ୟମରେ ପରିପ୍ରକାଶ କରିଛନ୍ତି। କୁଟୀର ଶିଳ୍ପ ଠାରୁ ଆରମ୍ଭ କରି ଯନ୍ତ୍ରଶିଳ୍ପର ଉନ୍ନତି ଓ ପ୍ରଗତିର ବିକାଶକୁ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଶବ୍ଦରେ ସଜାଇଛନ୍ତି କବି। ଫୁଲରୁ ଝଡ଼, ଆକାଶରୁ ଋତୁରାଜ ବସନ୍ତର ଗହନ କଥା, ଗ୍ରୀଷ୍ମର ଡହକ ଆଦକୁ କବିତାରେ ପରିପ୍ରକାଶ କରିଛନ୍ତି । ପ୍ରତିଟି କବିତା ସମାଜଧର୍ମୀ, ସଚେତନଗାମୀ ଓ ମାନବିକତାର ସ୍ୱରକୁ ନେଇ ନିର୍ମିତ । ମଧୁମୟ ଜୀବନରୂପୀ ନିର୍ମଳ ଆକାଶରେ, କପଟ, ଈର୍ଷା, ଅସୂୟା ଓ ପରଶ୍ରୀକାତରତାରୂପୀ ବାଦଲ ହଟାଇବାର ଲକ୍ଷ୍ୟ ନେଇ କବି ଶ୍ରୀଯୁକ୍ତ ଜୀବନନାନ୍ଦ ଦାଶଙ୍କ ଲେଖନୀ ଚଳଚଞ୍ଚଳ ରହି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରୁ, ଏକାନ୍ତ କାମନା। ଜୟ ଶ୍ରୀଜଗନ୍ନାଥ।


About the Author:


ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କଡ଼େଇ ଶାସନ ଗ୍ରାମରେ ୰ସୁରେନ୍ଦ୍ର ନାଥ ଦାଶ ଏବଂ ୰ସୌଦାମିନୀ ଦାଶଙ୍କ ଔରସରୁ ଜନ୍ମ ନେଇଥିବା ଲେଖକ ଜୀବନାନନ୍ଦ ଦାଶଙ୍କର ସାହିତ୍ୟ ପ୍ରତି ଆଗ୍ରହ ସ୍ୱତନ୍ତ୍ର। ବୃତ୍ତିଗତ ଜୀବନରେ ବ୍ୟାଙ୍କ ଅଧିକାରୀ ଭାବରେ ଅବସର ନେଇ ଲେଖନୀ ଚାଳନା କରି ସାହିତ୍ୟ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଛନ୍ତି, ତାଙ୍କ ଲେଖାଗୁଡ଼ିକ ପରିବେଶ ପ୍ରକୃତି ଏବଂ ଆଧ୍ୟାତ୍ମିକତାକୁ ନେଇ ସୃଷ୍ଟି । ଲେଖକ ସଂପ୍ରତି କଟକ ସହର ନୂଆପଡ଼ା ଠାରେ ଅବସ୍ଥାନ କରି ସାରସ୍ୱତ ସାଧନାରତ । ସେ ଜଣେ ୨୩ ବର୍ଷର ରୋଟାରିଆନ୍ ଭାବେ ସେବା କର୍ମରେ ଲିପ୍ତ ଅଛନ୍ତି ।



You may also like

Ratings & Reviews

Be the first to add a review!
Select rating
 Added to cart