Quotes

Audio

Read

Books


Write

Sign In

We will fetch book names as per the search key...

ତସନିମ୍ କାହାଣୀମାଳା (Tasneem Kahanimala)

By ତସନିମ୍ ସୁଲତାନା (Tasneem Sultana)


GENRE

Abstract

PAGES

94

ISBN

9789392661426

PUBLISHER

StoryMirror

PAPERBACK ₹140 E-BOOK ₹70
Rs. 140
Best Price Comparison
Seller Price
StoryMirror Best price ₹140
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


About the Book :


'ତସନିମ୍ କାହାଣୀମାଳା' କୁନି ଗାଳ୍ପିକା ତସନିମ୍ ସୁଲତାନାଙ୍କ ଉଦାର-ନିର୍ମଳ-କୋମଳ ଶିଶୁ ମନର ଉଲ୍ଲେଖନୀୟ ରୂପାୟନ। ଏହି ଗଳ୍ପ ସଂକଳନରେ ସ୍ଥାନିତ ଗଳ୍ପ ସମୂହ ଯଦିଓ ବ୍ୟାପ୍ତି ଦୃଷ୍ଟିରୁ କ୍ଷୁଦ୍ର ମନେହୁଏ; କିନ୍ତୁ ଏହାର ଭାବଚେତନାର ବିଶାଳତା ଯେ ପାଠକକୁ ବିସ୍ମିତ କରିଦେଲା ଭଳି ଏକ ଭିନ୍ନ ପର୍ଯ୍ୟାୟର - ଏହା ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଯଦି ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କରାଯାଏ, ତେବେ କୁନି ଗାଳ୍ପିକାଙ୍କ ଏ କାହାଣୀମାଳା ବିଦ୍ୟାଳୟରେ ପଢୁଥିବା କୁନି ଶିଶୁମାନଙ୍କ ମନରେ ଶିକ୍ଷା ଓ ସଂସ୍କାରଧର୍ମୀ ସକାରାତ୍ମକ ଭାବନା ଉଦ୍ରେକରେ ବିଶେଷ ସହାୟକ ହେବ ଏହା ମୋର ଦୃଢ ବିଶ୍ଵାସ।


About the Author :


କୁନି ଲେଖିକା ତସନିମ୍ ସୁଲତାନା, ବୟସ ୧୩ ବର୍ଷ। ସେ ଓଡିଶାର ପୁରୀ ଜିଲ୍ଲା, କାକଟପୁର ବ୍ଲକ ଅନ୍ତର୍ଗତ ଫକିରସାହି ଗ୍ରାମରେ ୨୨ ମଇ ୨୦୦୮ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ପ୍ରାକ୍ ପ୍ରାଥମିକ ଶିକ୍ଷା ଗ୍ରାମର ଅଙ୍ଗନବାଡ଼ି ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ପ୍ରାଥମିକ ଶିକ୍ଷା ଫକିରସାହି ଓ କାକଟପୁରରେ ଥିବା ବିବେକାନନ୍ଦନ ଶିକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେ କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ। ତାଙ୍କର ଅନେକ ଗଳ୍ପ ଓଡିଶାର ଦୈନିକ ସମ୍ବାଦପତ୍ର ସମ୍ବାଦ, ପ୍ରମେୟ ଓ ସକାଳର ଶିଶୁ ପୃଷ୍ଠା ଫୁଲଝରି, ପ୍ରଜାପତି ଓ ସୁମନରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ଲାଭ କରିଛି। ଏହା ବ୍ୟତୀତ ତାଙ୍କର ଅନେକ ଗଳ୍ପ ମୁମ୍ବାଇସ୍ଥିତ ଓ୍ବେବ୍ ପ୍ରକାଶନ ସଂସ୍ଥା ଷ୍ଟୋରିମିରରର୍ ଓଡିଆ ଓ ଇଂରାଜୀ ବିଭାଗରେ ପ୍ରକାଶିତ ହୋଇ ଉଚ୍ଚ ପ୍ରସଂଶିତ ହୋଇଛି। ଗତ ଡିସେମ୍ବର ୧, ୨୦୨୧ରେ ସେ ଷ୍ଟୋରିମିରର୍ ତରଫରୁ 'ସପ୍ତାହର ଶ୍ରେଷ୍ଠ ଲେଖିକା' ସମ୍ମାନରେ ସମ୍ମାନିତ ହୋଇଛନ୍ତି।



You may also like

Ratings & Reviews

Be the first to add a review!
Select rating
 Added to cart