Quotes

Audio

Read

Books


Write

Sign In

We will fetch book names as per the search key...

ସ୍ମୃତି ଝରକା (eBook)

By Mamata Manjari Das


GENRE

Poetry

PAGES

52

ISBN

E-BOOK

PUBLISHER

StoryMirror

E-BOOK ₹5
Rs. 5
Best Price Comparison
Seller Price
StoryMirror Best price ₹5
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART




 ପ୍ରିୟ ପାଠକ ଓ ପାଠିକାମାନଙ୍କୁ ମୋର ସାଦର ପ୍ରଣାମ . ମୁଁ ମୋର ଇ ବୁକ୍ ବିଷୟରେ ଆପଣମାନଙ୍କୁ କିଛି କହିବାକୁ ଯାଉଛି . ବହିଟିର ନାମ ସ୍ମୃତି ଝରକା . ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବା ଏପରି ନାମକରଣ କଣ ପାଇଁ . ବେଳେ ବେଳେ ଏମିତି ବି ହୁଏ, ହୃଦୟରେ କାହାର ସ୍ମୃତିକୁ ସାଉଁଟି ରଖିବା ପାଇଁ ଏପରି ନାମକରଣ କରାଯାଇଥାଏ, ଯାହା କି ମୋ କ୍ଷେତ୍ରରେ ଘଟିଛି . ଏକମାତ୍ର ପୁତ୍ରକୁ ହରାଇବା ପରେ ମୁଁ ଲେଖା ଲେଖି ସମ୍ପୂର୍ଣ୍ଣ ଛାଡି ଦେଇଥିଲି . ହେଲେ କାହିଁକି କେଜାଣି ପୁଅ ପାଇଁ ପୁଣି ଲେଖା ଆରମ୍ଭ କଲି . ଆଉ ଏହି ଷ୍ଟୋରୀମିରର୍ ହିଁ ମୋତେ ଇ ବୁକ୍ କରିବା ପାଇଁ ପ୍ରୋତ୍ସାହନ ଦେଲେ . ସେଥିପାଇଁ ପଲ୍ଲବୀ ମାଡାମଙ୍କର ବି ବିଶେଷ ଭୂମିକା ରହିଛି . ମୋ ପୁଅର ସ୍ମୃତି ପାଇଁ ବହିଟିର ନାମ ସ୍ମୃତି ଝରକା ରଖିଛି . ଆପଣଙ୍କ ମତାମତ ଅପେକ୍ଷାରେ.....







You may also like

Ratings & Reviews

Be the first to add a review!
Select rating
 Added to cart