Quotes

Audio

Read

Books


Write

Sign In

We will fetch book names as per the search key...

ଶବ୍ଦରୁ ସୃଜନ - କବିତା (Shabdaru Srujan - Kabita)

By ଷ୍ଟୋରିମିରର୍ ଟିମ୍ (StoryMirror Team)


GENRE

Abstract

PAGES

82

ISBN

ebook

PUBLISHER

StoryMirror

E-BOOK ₹0
Rs. 0
ADD TO CART


About the Book :


ଶବ୍ଦକୁ ବ୍ରହ୍ମଙ୍କ ଆସନ ପ୍ରଦାନ କରାଯାଇଥାଏ । ତେଣୁ ଶବ୍ଦକୁ ଶବ୍ଦ ବ୍ରହ୍ମ ଭାବେ ଅଭିହିତ କରାଯାଏ । ସାହିତ୍ୟରେ ଶବ୍ଦ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯାହା ସାହିତ୍ୟକୁ ସମୃଦ୍ଧ ଓ ଉଚ୍ଚକୋଟୀର ସାହିତ୍ୟର ମାନ୍ୟତା ପ୍ରଦାନ କରିବାରେ ସମର୍ଥ ହୋଇଥାଏ । ପ୍ରାଚୀନ ସାହିତ୍ୟରୁ ସାହିତ୍ୟ ସ୍ରଷ୍ଟାମାନେ ଶବ୍ଦକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବା ସହ ଶବ୍ଦ ପ୍ରୟୋଗରେ ବେଶ ଯତ୍ନଶୀଳ ହେବାର ମନ୍ତବ୍ୟ ଆମ ଦୃଷ୍ଟିଗୋଚର ହୋଇଥାଏ । ସେହି ଶବ୍ଦକୁ ନେଇ ନିଜ ସୃଜନ ଧାରାକୁ ଅଗ୍ରଗାମୀ କରିବା ନିମନ୍ତେ 'ଶବ୍ଦରୁ ସୃଜନ' (ଦ୍ୱିତୀୟ ସଂସ୍କରଣ) ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ।


ଉକ୍ତ ପ୍ରତିଯୋଗିତାଲବ୍ଧ ଶ୍ରେଷ୍ଠ ତିରିଶ ଲେଖାକୁ ନେଇ ଏହି ଇ-ପୁସ୍ତକ ସମୃଦ୍ଧ । ଆଶା ଏହା ଆପଣଙ୍କ ସର୍ଜନ ମାନସକୁ ଆଉ ଟିକେ ରୋମାଞ୍ଚିତ କରିବ ।


ସମ୍ପାଦକ 



You may also like

Ratings & Reviews

Be the first to add a review!
Select rating
 Added to cart