Quotes

Audio

Read

Books


Write

Sign In

We will fetch book names as per the search key...

RangBarse (Odia)

By StoryMirror Authors


GENRE

Abstract

PAGES

103

ISBN

ebook

PUBLISHER

StoryMirror

E-BOOK ₹0
Rs. 0
ADD TO CART


About The Book


ହୋଲି ରଙ୍ଗ, ଭାବନା ଏବଂ ସୁଖର ପର୍ବ । ପ୍ରତ୍ୟେକ ରଙ୍ଗର ଅର୍ଥ ଭାରତୀୟ ସଂସ୍କୃତି ଚେତନାରେ କିଛି ବିଶେଷ ଅର୍ଥ ବହନ କରେ ।


ରଙ୍ଗର ଋତୁ ହୋଲିରେ, ଷ୍ଟୋରୀମିରର୍ #ରଙ୍ଗବର୍ଷେ ନାମକ ଏକ ସ୍ୱତନ୍ତ୍ର ଲିଖନ ପ୍ରତିଯୋଗିତାର ଉପସ୍ଥାପନ କରିଥିଲା ଜୀବନକୁ ଆନନ୍ଦ, ସମୃଦ୍ଧତା, ସୁଖ ଏବଂ ଶାନ୍ତି ରଙ୍ଗରେ ପୂର୍ଣ୍ଣ କରି ନୂତନ ଋତୁକୁ ସ୍ୱାଗତ କରିବା ନିମିତ୍ତ ।


ଏହି ପ୍ରତିଯୋଗିତା ମାଧ୍ୟମରେ ଆମକୁ କିଛି ଉତ୍କୃଷ୍ଟ ଲେଖା ହସ୍ତଗତ ହୋଇଛି, ଯାହା ଆପଣଙ୍କୁ ଏକ ଉତ୍ତମ ପଠନ ଅଭିଜ୍ଞତା ଆଣିଦେବ । ଏହି ପୁସ୍ତକଟି ଆମର କିଛି ଭଲ ଲେଖକଙ୍କ ଦ୍ୱାରା ପ୍ରସ୍ତୁତ ଲେଖାର ଏକ ସମାହାର । ଯାହା ଆପଣଙ୍କ ସୁଖ ପାଠ୍ୟ ହୋଇପାରିବ ବୋଲି ଆମର ବିଶ୍ୱାସ ।





You may also like

Ratings & Reviews

Be the first to add a review!
Select rating
 Added to cart