We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹100 | |
| Amazon | Price not available | |
| Flipkart | Price not available |
ରାଗରାବଳୀ କବି ରାମ ପ୍ରସାଦ ବିଶୋଇଙ୍କ ତୃତୀୟ ଓଡ଼ିଆ କବିତା ସଙ୍କଳନ । ଏଥିରେ କବି ପ୍ରେମର ସମସ୍ତ ରାଗ ଓ ରାବଳୀକୁ ନେଇ କବିତା ଗୁଡିକ ରଚନା କରିଛନ୍ତି । କବିତା ଗୁଡିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇ ପାରିଛି । ତାଙ୍କରି ଅନେକ କବିତାରେ ଉଭୟ ବିରହ ଓ କରୁଣ ରସ ଓ ରାସରେ ଭରି ରହିଛି । କବିତା ଗୁଡିକରେ ଅତି ସୁନ୍ଦର ଶଦ୍ଦ ସଂଯୋଜନା, ଭିନ୍ନ ଭିନ୍ନ ଶୈଳୀରେ ସେ ଗୁଡିକର ରଚନା ଏହାର ଅନ୍ୟତମ ବୈଶିଷ୍ଟ୍ୟ ।