Quotes

Audio

Read

Books


Write

Sign In

We will fetch book names as per the search key...

ପ୍ରତ୍ୟାଶା: ଗଳ୍ପ ସଂଗ୍ରହ ୨୦୨୨ (Pratyasha: A Story Collection 2022)

By ଷ୍ଟୋରିମିରର୍ ଅଥର୍ସ (StoryMirror Authors)


GENRE

Anthology

PAGES

170

ISBN

9788196096533

PUBLISHER

StoryMirror

PAPERBACK ₹225 E-BOOK ₹112
Rs. 225
Best Price Comparison
Seller Price
StoryMirror Best price ₹225
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART



About the Book:


ଗଳ୍ପ ଜୀବନ୍ତ ହୋଇଥାଏ ଜୀବନ ସ୍ମୃତି ସହ । ଗଳ୍ପରେ ସମାଜ ଓ ଜନମାନସର ଅବସ୍ଥା, ବ୍ୟବସ୍ଥା ଅଙ୍କିତ, ଚିତ୍ରିତ ଓ ବର୍ଣ୍ଣିତ। ଗଳ୍ପ ରୂପକ ମୁଦ୍ରାର ଦୁଇ ପାର୍ଶ୍ୱରେ ଉତ୍କର୍ଷ ଓ ନିଷ୍କର୍ଷ ପ୍ରତିଫଳିତ । ବିସ୍ତୃତ, ବର୍ଣ୍ଣନା, ଦୀର୍ଘତା ମାଧ୍ୟମରେ ଆମ ଚାରିପାଖର ମଣିଷଙ୍କ ଅଭୀପ୍ସା ପ୍ରସ୍ଫୁଟିତ ହୋଇଥାଏ ଗଳ୍ପରେ। ଏଥିପାଇଁ ଏହାର ଜନପ୍ରିୟତା ସର୍ବାଦୃତ। ଗଳ୍ପରେ ଶବ୍ଦ ସବୁ ମୁକ୍ତ, ସାର୍ଥକ ଓ ସଫଳ ସହ ଉତ୍ତାରିଥାଏ ସ୍ରଷ୍ଟାଟିଏ । ସହୃଦୟ ପାଠକକୁ ଅଭିଭୂତ କରିବାରେ ଅଭିଜ୍ଞ ଓ ପାରଙ୍ଗମ ମାଧ୍ୟମ ଗଳ୍ପ ଲିଖନ । ଏହାର ରହସ୍ୟ, ରୋମାଞ୍ଚ, ରସସିକ୍ତ ଅଭିବ୍ୟଞ୍ଜନା ମୋହକାରକ ମନ୍ତ୍ର ପାଲଟିଯାଏ ପାଠକଟିଏ ପାଇଁ। ଗଳ୍ପର ତା'ର ରୂପ, ବର୍ଣ୍ଣବିଭାକୁ ଆମ ସୁଧୀ ପାଠକମାନଙ୍କ ପାଖରେ ପହଞ୍ଚାଇବାର ଏକ ସାମାନ୍ୟ ପ୍ରୟାସ ମାତ୍ର "ପ୍ରତ୍ୟାଶା।”


ଏହି ସଂକଳନରେ ସମୁଦାୟ ବାଇଶି ଜଣ ସ୍ରଷ୍ଟାଙ୍କ ମନୋନୀତ ଗଳ୍ପ ସ୍ଥାନ ପାଇଛି । ସମସ୍ତ ଗଳ୍ପର ଏକ ସ୍ୱତନ୍ତ୍ର ମାନ ଅଛି, ବ୍ୟାପ୍ତି ଅଛି । କିଛି ନବୀନ ଓ ପ୍ରବୀଣ ସ୍ରଷ୍ଟାଙ୍କ ଭାବ ଚେତନାର ସଞ୍ଚରଣ ଅନୁଭବ କରିବେ ଆପଣମାନେ ଏହି ସଂକଳନରେ । ଆମ୍ଭ ଆଶା ଷ୍ଟୋରିମିରର୍ ର ଏ ଅଦ୍ୟ ପ୍ରୟାସ ଶ୍ରଦ୍ଧାର ସହ ସମସ୍ତଙ୍କ ସ୍ୱୀକୃତି ହାସଲ କରିବ । ଏ ଅନବଦ୍ୟ ସୃଷ୍ଟି 'ପ୍ରତ୍ୟାଶା’କୁ ଆପଣ ସମସ୍ତଙ୍କ କରକମଳରେ ଅର୍ପିତ କଲୁ ।







You may also like

Ratings & Reviews

Be the first to add a review!
Select rating
 Added to cart