We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹120 | |
| Amazon | Price not available | |
| Flipkart | Price not available |
ଲେଖିକା ପରିଚୟ
ନାମ : ରଶ୍ମି ରେଖା ତ୍ରିପାଠୀ
ଶିକ୍ଷାଗତ ଯୋଗ୍ୟତା : ଉଭୟ ଅର୍ଥନୀତି ଓ ଓଡିଆରେ ସ୍ନାତକୋତ୍ତର
ସମ୍ପ୍ରତି ଉତ୍କଳ ବିଶ୍ଵବିଦ୍ୟାଳୟରେ ଗବେଷଣା ରତ
ବୃତ୍ତି : ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ
୍ରକାଶିତ ପୁସ୍ତକର ନାମ :
1. ଟାଇମ୍ ପାସ୍ ପ୍ରକାଶନୀ ଦ୍ଵାରା ଅଳ୍ପ ମୋର ଗଳ୍ପ (କ୍ଷୁଦ୍ର ଗଳ୍ପ ସଂକଳନ)
2. ବ୍ରହ୍ମପୁର ସାହିତ୍ୟ ପରିଷଦ ଦ୍ଵାରା ଯୋଡି ଖଡିକା (କ୍ଷୁଦ୍ର ଗଳ୍ପ ସଂକଳନ)
3. ବ୍ରହ୍ମପୁର ସାହିତ୍ୟ ପରିଷଦ ଦ୍ଵାରା ମୋ ମନୋଜ (ଉପନ୍ୟାସ)
ସଫଳତା :
1. ମହାବିଦ୍ୟାଳୟ ସ୍ତରରେ କବିତା ପାଇଁ ଦୁଇ ଥର ଭାଇସ୍-ଚାନ୍ସଲର୍ କପ୍
2. ମହାବିଦ୍ୟାଳୟ ସ୍ତରରେ ଲିଟେରାରୀ ଚାମ୍ପିଅନ୍ ଏବଂ ଅଲ୍ ରାଉଣ୍ଡ୍ ଗୁଡ୍ ବିଜେତା
3. ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ଗଳ୍ପ, ଉପନ୍ୟାସ ଓ କବିତା ପ୍ରକାଶିତ
4. ଷ୍ଟୋରିମିରର୍ ସିଜନ୍ 1ରେ ଓଡିଆ ବିଭାଗରେ ତୃତୀୟ ପୁରସ୍କାର ପ୍ରାପ୍ତ
5. 2016 ମସିହାରେ ଶ୍ରେଷ୍ଠ ଉପନ୍ୟାସ ପାଇଁ ଯତୀନ୍ ଦାସ୍ ସ୍ମୃତି ସମ୍ମାନ ପୁରସ୍କାର ପ୍ରାପ୍ତ
6. ‘ଅଳ୍ପ ମୋର ଗଳ୍ପ’ କ୍ଷୁଦ୍ରଗଳ୍ପ ସଙ୍କଳନ ପାଇଁ ‘ଟାଇମପାସ୍ ପ୍ରଥମା ପୁରସ୍କାର2016’ର ବିଜେତା
7. ସମ୍ବାଦ ସାହିତ୍ୟଘର ଛତ୍ରପୁର ତରଫରୁ 2017 ମସିହାରେ ସାହିତ୍ୟ କ୍ଷେତ୍ରରେ ସକ୍ରିୟତା ଯୋଗୁଁ ସମ୍ମାନିତ
8. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ଦ୍ଵାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ଦ୍ଵିତୀୟ ପୁରସ୍କାର ପ୍ରାପ୍ତ
9. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ଦ୍ଵାରା ଆୟୋଜିତ ଗଳ୍ପ ପାଣ୍ଡୁଲିପି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ
10. ବ୍ରହ୍ମପୁର ସାହିତ୍ୟ ପରିଷଦ 2018 ଦ୍ଵାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ଦ୍ଵିତୀୟ ପୁରସ୍କାର ପ୍ରାପ୍ତ l