Quotes

Audio

Read

Books


Write

Sign In

We will fetch book names as per the search key...

ମନେ ପଡ଼େ ମନ କଥା (Mane Pade Mana Katha)

★★★★★
Read the E-book in StoryMirror App. Click here to download : Android / iOS
Author | StoryMirror Contest Winners Publisher | StoryMirror Infotech Pvt. Ltd. ISBN | ebook Pages | 135
E-BOOK
₹0


About the Book:-


ସବୁଦିନ ବ୍ୟସ୍ତତାର ସହରରେ ସମୁଦ୍ର ଭଳି ବିଶାଳ ବିତିଯାଇଥିବା ଅତୀତର ସ୍ମୃତି ସବୁ ମନେ ପଡ଼େ। ନିରାଶାର ନିଆଁରେ ଅଧାପୋଡ଼ା ଶରୀରଟାକୁ ଜୀବନ୍ୟାସ ଦେବା, ଶୂନ୍ୟତାରୁ ପରିପୂର୍ଣ୍ଣ ମନ ଗଢି଼ବା, ସବୁ ମନେ ପଡ଼େ ମୋର । ଏକାକୀ ବସିଲେ ମନେ ପଡ଼େ ଅଧାପଢ଼ା ହୃଦୟଟା ପୁରା କେମିତି ପଢ଼ିହୁଏ । ମନେ ପଡି଼ଲେ ତ ହିଁ, ମନ ଚାରିପାଖେ ଫୁଲ ଲଗାଇ ବଗିଚା ସୃଷ୍ଟି କରେ ମଣିଷ ।


ସତରେ ଯଦି ମନକୁ ମନେ ନପଡ଼ନ୍ତା ସେସବୁ ଅଭୁଲା ସ୍ମୃତି ସବୁ, କଣ ହୁଅନ୍ତା ! ମନରୁ ପାସୋରି ହୋଇଯାଆନ୍ତି ଯଦି ସବୁକିଛି ଅତୀତର ଅତିପ୍ରିୟ ଦୁଃଖ, ଯନ୍ତ୍ରଣା, ସୁଖ, ଯାତନା, ଗୋପନୀୟ, ପ୍ରକାଶିତ ଦିନ ସ୍ମୃତି ଗୁଡ଼ାକ; ତେବେ କଣ ହୁଅନ୍ତା ? ଭୁଲି ଗଲେ ଭୁଲ ହୁଏ! ବାସ୍ତବରେ ମନ କଥା ମନେ ପକାଇବା ହିଁ ସ୍ଥାୟୀ ଓ ଚିରନ୍ତନ । ତେବେ ଏହି ମନେ ପଡ଼େ ମନ କଥା ଇ-ପୁସ୍ତକରେ ପଢ଼ନ୍ତୁ ଅତୀତ, ବର୍ତ୍ତମାନର ସ୍ମୃତିକୁ ନେଇ ରଚନା । ଏହି ଇ-ପୁସ୍ତକଟି ମୋଟ ୩୦ଟି କବିତା ଓ ୨୦ଟି ଗଳ୍ପକୁ ନେଇ ସମୃଦ୍ଧ ।






Be the first to add review and rating.


 Added to cart