We will fetch book names as per the search key...
Seller | Price | |
---|---|---|
StoryMirror Best price | ₹10 | |
Amazon | Price not available | |
Flipkart | Price not available |
ଓଡ଼ିଆ ଗଳ୍ପ ସାହିତ୍ୟର ଜଣେ ଉଦୀୟମାନ ତାରକା ଭାବରେ ଲବ୍ଧପ୍ରତିଷ୍ଠ ସ୍ୱରଣୀୟ ବ୍ୟକ୍ତିତ୍ୱ ହେଉଛନ୍ତି ଗାଳ୍ପିକ ଅମିୟ ବେଜ୍ । ବାପାଙ୍କ ପ୍ରେରଣାରେ ୨୦୧୫ ମସିହାରୁ ଲେଖାଲେଖି ଆରମ୍ଭ କରି ସେ ଆଜି ପାଠକ ମହଲରେ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ ।ତଦ୍ ସହିତ ଟାଇମପାସ ପ୍ରକାଶନ ତରଫରୁ ତାଙ୍କ ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇ ସାଉଁଟି ପାରିଛି ଢ଼େର କିଛି ଭଲପାଇବା ।
ତାଙ୍କ ପ୍ରତିଟି ସୃଷ୍ଟିରେ ରହିଥାଏ ଏକ ନୂତନ ଚିନ୍ତା ଆଉ ଚେତନା । ଅତି ସାଧାରଣ ବିଷୟକୁ ମଧ୍ୟ ନିଜର ବିଚକ୍ଷଣ ଉପସ୍ଥାପନା ଚାତୁରୀ ଦ୍ୱାରା ଏକ ମନମୁଗ୍ଧ ଚିତାକର୍ଷକ ବିଷୟର ରୂପ ପ୍ରଦାନ କରିବାରେ ସେ ସିଦ୍ଧହସ୍ତ ।