Quotes

Audio

Read

Books


Write

Sign In

We will fetch book names as per the search key...

ପ୍ରେମ ଏକ ସମ୍ଭାବନା (Book Of Love-Odia)

By StoryMirror Authors


GENRE

Romance

PAGES

188

ISBN

9789390267170

PUBLISHER

StoryMirror

PAPERBACK ₹225
Rs. 225
Best Price Comparison
Seller Price
StoryMirror Best price
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART





ପ୍ରେମ କେବେ ସର୍ତ୍ତମୂଳକ ନୁହେଁ। ପ୍ରଥମେ ନିଜଠୁ ପ୍ରେମର ଆରମ୍ଭ କରନ୍ତୁ,

ପରେ ପରିବାର, ସାଙ୍ଗ ଏବଂ ଦୁନିଆ ସହିତ ଯୋଡନ୍ତୁ।

ଷ୍ଟୋରିମିରର୍ ଦ୍ୱାରା ଓଡ଼ିଆ ଲଘୁ କାହାଣୀର ସଂଗ୍ରହ ସର୍ବୋପରି ପ୍ରେମ, କୋମଳତା, ଗର୍ମଯୋରି, ଅନ୍ତରଙ୍ଗତା ଏବଂ କରୁଣାର ପରିଣାମ ଅଟେ। ଯାହା ପାଠକଙ୍କୁ ଏକ ଅଭିନବ କାବ୍ୟରସରେ ନିମଗ୍ନ କରିବାରେ ସକ୍ଷମ ହେବ। ଏହା ସହ ପ୍ରେମ କାହାଣୀ ପଢ଼ିବାର ଏକ ସୁନ୍ଦର ଏବଂ ଆନନ୍ଦମୟ ଅନୁଭବ ସହ ଷ୍ଟୋରିମିରର୍ ସହ ଯୋଡି ହେଇଥିବା ଦମ୍ପତ୍ତି ମାନଙ୍କ ପାଇଁ ମଧ୍ୟ ଏହା ଏକ ସୁଖଦ ଅନୁଭବର ସଂଚାର କରେଇ ପାରିବ। ଯାହା ଷ୍ଟୋରିମିରର୍ ର ବିଶାଳ ପ୍ରେମ କୋଷର ଏକ ପ୍ରମାଣ ମଧ୍ୟ ବହନ କରେ।

ଏହି ଅଭୂତପୂର୍ବ କାହାଣୀ ସବୁର ସଂଗ୍ରହ ଷ୍ଟୋରିମିରର୍ ରୁ ପ୍ରାପ୍ତ ସିଲିଅଣ୍ଡସ୍ ରୁ ଆସିଥାଏ।

ପ୍ରତିଟି କାହାଣୀ ପ୍ରେମର ସୁନ୍ଦରତାରେ ପରିପୂର୍ଣ୍ଣ, ବିଶ୍ୱାସଯୋଗ୍ୟ ଏବଂ ଚିରାଚରିତ ଜୀବନ ଧାରାରୁ ଉର୍ଦ୍ଧ୍ବରେ ରହି ଏକ ଅଭିନବ ପ୍ରେମବୋଧର ମାର୍ଗ ପ୍ରଶସ୍ତ କରିପାରିବ। ଏହି କାହାଣୀ ସବୁ ଲେଖା ହେଉଥିବା ଧାରାକୁ ଆତ୍ମସାତ କରିବା ସହ ପ୍ରତ୍ୟେକେ ପ୍ରେମ ବୋଧର ଅତଳ ସାଗରର ମହନୀୟତା ମହିମାମଣ୍ଡିତ। ବସ୍ତବରେ ଠିକ ହିଁ କୁହାଯାଏ - ପ୍ରେମ ବାସ୍ତବରେ

ଏକ ଅଭିନବ ସୃଷ୍ଟି, ଯାହା ଆପଣ ସମସ୍ତଙ୍କୁ ଆବଶ୍ୟକ।

ତେବେ ଆସନ୍ତୁ ପଢିବା ଏବଂ ଆନନ୍ଦ ନେବା।












You may also like

Ratings & Reviews

Be the first to add a review!
Select rating
 Added to cart