Log In

Type key we will fetch book names

After purchase of e-books, you can read them only in our Android app. Download App Now

ଭକ୍ତି ପୁଷ୍ପାଞ୍ଜଳି(eBook)

★★★★★

AUTHOR :
Pranati Mahapatra
PUBLISHER :
StoryMirror Infotech Pvt. Ltd.
ISBN :
E-BOOK
PAGES :
35
E-BOOK
₹5





ଭାଷା ସାହିତ୍ୟର ଅନନ୍ୟ ସୃଷ୍ଟି ହେଉଛି ମୋ ଜୀବନରେ ମୋ କବିତା। ପରଂବ୍ରହ୍ମ କୋଟି କୈବଲ୍ୟନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଭୟ ଚରଣାଶିଷ ରୁ ମୋର ଏ ସୁନ୍ଦର ସୃଷ୍ଟି। ବ୍ରହ୍ମ ସତ୍ୟ,ଜଗତ୍ ମିଥ୍ୟା। ତାଙ୍କ ସୃଷ୍ଟିରେ ତାଙ୍କ ସତ୍ତାକୁ ଏ ବ୍ରହ୍ମାଣ୍ଡ ରେ ସମସ୍ତେ ଅଳ୍ପ ବହୁତ ଅନୁଭବ କରନ୍ତି।

ମୋର ଏ କବିତା ସମୂହରେ ଈଶ୍ୱରଙ୍କର ସତ୍ ,ଚିତ୍ ଆନନ୍ଦର ସତ୍ତାକୁ ପୂର୍ଣ୍ଣ ରୂପେ ଅନୁଭବ କରିହେବ। ଏ କବିତା ପଢିଲେ ଏମିତି ଲାଗିବ ଯେମିତି କଳା କାହ୍ନୁ ଅତି ପାଖରେ ଅଛି । ଏ କବିତା ଗୁଡିକ ସମ୍ପୂର୍ଣ୍ଣ ଭାବେ ଭାବ, ଭକ୍ତି, ପ୍ରେମ, ରସ,ଅଭିମାନ ତଥା ଆଧ୍ୟାତ୍ମିକ ଭାବରେ ଭରପୁର।

କବିତା ଗୁଡିକ ର ପ୍ରତ୍ୟେକ ଶବ୍ଦରେ ଭରି ରହିଛି ଭକ୍ତି ରସ ଓ କାଳିଆର ଅଭୟ କରୁଣାର ବାରି। ସମସ୍ତ ସୃଷ୍ଟି କୁ ମନଯୋଗ ସହକାରେ ପଢି ନିଜକୁ ସମ୍ପୂର୍ଣ୍ଣ ଭାବେ ହଜେଇ ମଜେଇ କାଳିଆର ସତ୍ତାକୁ ଅନୁଭବ କଲେ ପ୍ରକୃତରେ ସେ ହଟିଆ କଳା କାହ୍ନୁ ର ଆଶିଷ ଲାଭ କରିହେବ। ଭଗବାନଙ୍କ ପାଦପଦ୍ମ ରେ ସମର୍ପିତ ପୂର୍ବକ କେତେବେଳେ ବନ୍ଧୁ ତ କେତେବେଳେ ସଖା, କେତେବେଳେ ଭାଇ ପୁଣି କେତେବେଳେ ପୁତ୍ର ତୁଲ୍ୟ ଲାଗିବ ଏ ସୃଷ୍ଟି। ନିଜ ମନରୁ ଗ୍ଲାନି,ରାଗ, ଦ୍ଵେଷ ଉଭେଇ ଯିବ ଏଭଳି ସୁନ୍ଦର ଭାବ ରସ ଭରା କବିତା ପଢିଲେ।














ADD TO CART
 Added to cart