Quotes

Audio

Read

Books


Write

Sign In

We will fetch book names as per the search key...

ଭକ୍ତି ପୁଷ୍ପାଞ୍ଜଳି(eBook)

By Pranati Mahapatra


GENRE

Spiritual

PAGES

35

ISBN

E-BOOK

PUBLISHER

StoryMirror

E-BOOK ₹5
Rs. 5
Best Price Comparison
Seller Price
StoryMirror Best price ₹5
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART






ଭାଷା ସାହିତ୍ୟର ଅନନ୍ୟ ସୃଷ୍ଟି ହେଉଛି ମୋ ଜୀବନରେ ମୋ କବିତା। ପରଂବ୍ରହ୍ମ କୋଟି କୈବଲ୍ୟନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଭୟ ଚରଣାଶିଷ ରୁ ମୋର ଏ ସୁନ୍ଦର ସୃଷ୍ଟି। ବ୍ରହ୍ମ ସତ୍ୟ,ଜଗତ୍ ମିଥ୍ୟା। ତାଙ୍କ ସୃଷ୍ଟିରେ ତାଙ୍କ ସତ୍ତାକୁ ଏ ବ୍ରହ୍ମାଣ୍ଡ ରେ ସମସ୍ତେ ଅଳ୍ପ ବହୁତ ଅନୁଭବ କରନ୍ତି।

ମୋର ଏ କବିତା ସମୂହରେ ଈଶ୍ୱରଙ୍କର ସତ୍ ,ଚିତ୍ ଆନନ୍ଦର ସତ୍ତାକୁ ପୂର୍ଣ୍ଣ ରୂପେ ଅନୁଭବ କରିହେବ। ଏ କବିତା ପଢିଲେ ଏମିତି ଲାଗିବ ଯେମିତି କଳା କାହ୍ନୁ ଅତି ପାଖରେ ଅଛି । ଏ କବିତା ଗୁଡିକ ସମ୍ପୂର୍ଣ୍ଣ ଭାବେ ଭାବ, ଭକ୍ତି, ପ୍ରେମ, ରସ,ଅଭିମାନ ତଥା ଆଧ୍ୟାତ୍ମିକ ଭାବରେ ଭରପୁର।

କବିତା ଗୁଡିକ ର ପ୍ରତ୍ୟେକ ଶବ୍ଦରେ ଭରି ରହିଛି ଭକ୍ତି ରସ ଓ କାଳିଆର ଅଭୟ କରୁଣାର ବାରି। ସମସ୍ତ ସୃଷ୍ଟି କୁ ମନଯୋଗ ସହକାରେ ପଢି ନିଜକୁ ସମ୍ପୂର୍ଣ୍ଣ ଭାବେ ହଜେଇ ମଜେଇ କାଳିଆର ସତ୍ତାକୁ ଅନୁଭବ କଲେ ପ୍ରକୃତରେ ସେ ହଟିଆ କଳା କାହ୍ନୁ ର ଆଶିଷ ଲାଭ କରିହେବ। ଭଗବାନଙ୍କ ପାଦପଦ୍ମ ରେ ସମର୍ପିତ ପୂର୍ବକ କେତେବେଳେ ବନ୍ଧୁ ତ କେତେବେଳେ ସଖା, କେତେବେଳେ ଭାଇ ପୁଣି କେତେବେଳେ ପୁତ୍ର ତୁଲ୍ୟ ଲାଗିବ ଏ ସୃଷ୍ଟି। ନିଜ ମନରୁ ଗ୍ଲାନି,ରାଗ, ଦ୍ଵେଷ ଉଭେଇ ଯିବ ଏଭଳି ସୁନ୍ଦର ଭାବ ରସ ଭରା କବିତା ପଢିଲେ।














You may also like

Ratings & Reviews

Be the first to add a review!
Select rating
 Added to cart