We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹140 | |
| Amazon | Price not available | |
| Flipkart | Price not available |
ଅନାବନା କବିତା କବି ରାମ ପ୍ରସାଦ ବିଶୋଇଙ୍କ ଦ୍ଵିତୀୟ କବିତା ସଂକଳନ । ଅନାବନା ଘାସ, ଗୁଳ୍ମ ,ଲତାକୁ ନେଇ ଯେମିତି ଏକ ସୁନ୍ଦର ବଗିଚାର ସୃଷ୍ଟି କରାଯାଇ ପାରେ ସେମିତି କବି ଏହି ସଂକଳନରେ ଜୀବନର ବିଭିନ୍ନ ଘଟଣାବଳୀକୁ ନେଇ ଅନେକ କବିତା ରଚନା କରିଛନ୍ତି । ଏଥିରେ ସନ୍ନିବେଶିତ ହୋଇ ଥିବା ସମସ୍ତ କବିତା ଅତ୍ୟନ୍ତ ଭାବପ୍ରବଣ ଓ ହୃଦୟସ୍ପର୍ଶୀ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।