Quotes

Audio

Read

Books


Write

Sign In

We will fetch book names as per the search key...

ଆକାଂକ୍ଷା - ଅପ୍ରେଲ୍ ୨୦୧୯ (eMagazine)

By Storymirror Team


GENRE

Abstract

PAGES

149

ISBN

E-MAGAZINE

PUBLISHER

StoryMirror

E-MAGAZINE ₹0
Rs. 0
Best Price Comparison
Seller Price
StoryMirror Best price
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

ଆକାଂକ୍ଷା ଆଶା ଆଉ ଉଦ୍ଦୀପନାର ସ୍ଵର ,ଏକ ନିଆରା ସୃଜନର ଗଙ୍ଗୋତ୍ରୀ । ଯେଉଁଥିରେ ଲିପିବଦ୍ଦ ବଳିଷ୍ଠ କବି ଓ ଲେଖକ ମାନଙ୍କର ବଳିଷ୍ଠ ଲେଖନୀର ଆତ୍ମଲିପି ।

ସମ୍ପାଦକୀୟ-

ଖରାଦିନ । ଗାଆଁ ରାସ୍ତାରେ ପଥିକଟିଏ ଚାଲି ଚାଲି ଯାଉଛି । ପଚ୍ଛରୁ କାର ନେଇ ଆସିଲେ ଜଣେ ଭଦ୍ରଲୋକ । କାର ଅଟକେଇ ପଥିକ ଜଣଙ୍କୁ ଇସାରା କଲେ ଗାଡି ଭିତରକୁ ଆସିବା ପାଇଁ । ପଥିକଟିର ମୁହଁରେ କୃତଜ୍ଞତାର ଛାପ । କିନ୍ତୁ କୃତଜ୍ଞତାର ବୋଝରେ ନଇଁ ପଡିଥିଲେ ଭଦ୍ରବ୍ୟକ୍ତି ଜଣକ ।  ଏଇ ଗାଆଁବାଲା ଦିନେ ତାଙ୍କ ଝିଅକୁ ଏକ ବିପଦରୁ ରକ୍ଷା କରିଥିଲେ । ଅସାବଧାନତା ବଶତଃ ଗାତ ଭିତରେ ସ୍କୁଟି ଚକ ଲାଗିଗଲା । ଏହି ଗାଆଁବାଲା ହିଁ ତାଙ୍କୁ ରକ୍ଷା କରିଥିଲେ ।

ଭଗବାନ ଅଛନ୍ତି । ସବୁ କର୍ମର କର୍ମଫଳ ଅଛି । ଅନୁଭବ କରିଥିଲେ ଭଦ୍ରଲୋକ ଜଣକ । ଆମେ ବି ସେୟା ଅନୁଭବ କରିବା ଆବଶ୍ୟକ ।

ରଶ୍ମି ରେଖା ତ୍ରିପାଠୀ

                                              ସମ୍ପାଦିକା

You may also like

Ratings & Reviews

Be the first to add a review!
Select rating
 Added to cart