Audio New

Forum New

Read

Contest

Books


Write

Sign In

Type key we will fetch book names

After purchase of e-magazines, you can read them only in our Android app. Download App Now

ଆକାଂକ୍ଷା - ଅପ୍ରେଲ୍ ୨୦୧୯ (eMagazine)

★★★★★

AUTHOR :
Storymirror Team
PUBLISHER :
StoryMirror Infotech Pvt. Ltd.
ISBN :
E-MAGAZINE
PAGES :
149
E-MAGAZINE
₹0

ଆକାଂକ୍ଷା ଆଶା ଆଉ ଉଦ୍ଦୀପନାର ସ୍ଵର ,ଏକ ନିଆରା ସୃଜନର ଗଙ୍ଗୋତ୍ରୀ । ଯେଉଁଥିରେ ଲିପିବଦ୍ଦ ବଳିଷ୍ଠ କବି ଓ ଲେଖକ ମାନଙ୍କର ବଳିଷ୍ଠ ଲେଖନୀର ଆତ୍ମଲିପି ।

ସମ୍ପାଦକୀୟ-

ଖରାଦିନ । ଗାଆଁ ରାସ୍ତାରେ ପଥିକଟିଏ ଚାଲି ଚାଲି ଯାଉଛି । ପଚ୍ଛରୁ କାର ନେଇ ଆସିଲେ ଜଣେ ଭଦ୍ରଲୋକ । କାର ଅଟକେଇ ପଥିକ ଜଣଙ୍କୁ ଇସାରା କଲେ ଗାଡି ଭିତରକୁ ଆସିବା ପାଇଁ । ପଥିକଟିର ମୁହଁରେ କୃତଜ୍ଞତାର ଛାପ । କିନ୍ତୁ କୃତଜ୍ଞତାର ବୋଝରେ ନଇଁ ପଡିଥିଲେ ଭଦ୍ରବ୍ୟକ୍ତି ଜଣକ ।  ଏଇ ଗାଆଁବାଲା ଦିନେ ତାଙ୍କ ଝିଅକୁ ଏକ ବିପଦରୁ ରକ୍ଷା କରିଥିଲେ । ଅସାବଧାନତା ବଶତଃ ଗାତ ଭିତରେ ସ୍କୁଟି ଚକ ଲାଗିଗଲା । ଏହି ଗାଆଁବାଲା ହିଁ ତାଙ୍କୁ ରକ୍ଷା କରିଥିଲେ ।

ଭଗବାନ ଅଛନ୍ତି । ସବୁ କର୍ମର କର୍ମଫଳ ଅଛି । ଅନୁଭବ କରିଥିଲେ ଭଦ୍ରଲୋକ ଜଣକ । ଆମେ ବି ସେୟା ଅନୁଭବ କରିବା ଆବଶ୍ୟକ ।

ରଶ୍ମି ରେଖା ତ୍ରିପାଠୀ

                                              ସମ୍ପାଦିକା

ADD TO CART
 Added to cart