Quotes New

Audio

Forum

Read

Books


Write

Sign In

We will fetch book names as per the search key...

ଅଗ୍ନିବଳୟା (Agnibalaya)

★★★★★
AUTHOR :
ଉମା ଶଙ୍କର ଷଡ଼ଙ୍ଗୀ (Uma Sankar Sarangi)
PUBLISHER :
NA
ISBN :
NA
PAGES :
148
PAPERBACK
₹100




About The Book :


ଅଗ୍ନିବଳୟ ସତରଟି ଗଳ୍ପକୁ ନେଇ ଏକ ସଂକଳନର ରୂପ ନେଇଛି । ପ୍ରତ୍ୟେକଟି ଗଳ୍ପ ଭିନ୍ନ ଭିନ୍ନ ଦୃଷ୍ଟିକୋଣକୁ ଆଧାର କରି ଲେଖାଯାଇଥିଲେ ମଧ୍ୟ, ସମାଜରେ ନିତିଦିନ ଘଟୁଥିବା ଘଟଣା ଓ ଅଘଟଣର ଏକ ବଳିଷ୍ଠ ଉପସ୍ଥାପନା । ସମସ୍ତ ପ୍ରତିକୂଳ ପରିବେଶର ଚାପ ସତ୍ତ୍ବେ ଏହି ଗଳ୍ପ ଗୁଡ଼ିକର ବିଭିନ୍ନ ଚରିତ୍ରମାନେ ପୂର୍ଣ୍ଣ ବିକଶିତ ହେବା ନିମିତ୍ତ ସଂଘର୍ଷ କରିଛନ୍ତି ଓ ସମ୍ମାନର ସହିତ ତିଷ୍ଠି ରହିବାରେ ସକ୍ଷମ ହୋଇଛନ୍ତି ।


About The Author :


ଲେଖକ ଉମାଶଙ୍କର ଷଡ଼ଙ୍ଗୀ ଜଣେ ଅବସର ପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ । ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ଗୁଣାତ୍ମକ ଅଭିବୃଦ୍ଧି ନିମନ୍ତେ ଏହା ତାଙ୍କର ଏକ କ୍ଷୁଦ୍ର ପ୍ରୟାସ ।










ADD TO CART
 Added to cart