Quotes

Audio

Read

Books


Write

Sign In

We will fetch book names as per the search key...

ଅଗ୍ନିବଳୟା (Agnibalaya)

By ଉମା ଶଙ୍କର ଷଡ଼ଙ୍ଗୀ (Uma Sankar Sarangi)


GENRE

Abstract

PAGES

148

ISBN

NA

PUBLISHER

NA

PAPERBACK ₹100
Rs. 100
ADD TO CART




About The Book :


ଅଗ୍ନିବଳୟ ସତରଟି ଗଳ୍ପକୁ ନେଇ ଏକ ସଂକଳନର ରୂପ ନେଇଛି । ପ୍ରତ୍ୟେକଟି ଗଳ୍ପ ଭିନ୍ନ ଭିନ୍ନ ଦୃଷ୍ଟିକୋଣକୁ ଆଧାର କରି ଲେଖାଯାଇଥିଲେ ମଧ୍ୟ, ସମାଜରେ ନିତିଦିନ ଘଟୁଥିବା ଘଟଣା ଓ ଅଘଟଣର ଏକ ବଳିଷ୍ଠ ଉପସ୍ଥାପନା । ସମସ୍ତ ପ୍ରତିକୂଳ ପରିବେଶର ଚାପ ସତ୍ତ୍ବେ ଏହି ଗଳ୍ପ ଗୁଡ଼ିକର ବିଭିନ୍ନ ଚରିତ୍ରମାନେ ପୂର୍ଣ୍ଣ ବିକଶିତ ହେବା ନିମିତ୍ତ ସଂଘର୍ଷ କରିଛନ୍ତି ଓ ସମ୍ମାନର ସହିତ ତିଷ୍ଠି ରହିବାରେ ସକ୍ଷମ ହୋଇଛନ୍ତି ।


About The Author :


ଲେଖକ ଉମାଶଙ୍କର ଷଡ଼ଙ୍ଗୀ ଜଣେ ଅବସର ପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ । ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ଗୁଣାତ୍ମକ ଅଭିବୃଦ୍ଧି ନିମନ୍ତେ ଏହା ତାଙ୍କର ଏକ କ୍ଷୁଦ୍ର ପ୍ରୟାସ ।










You may also like

Ratings & Reviews

5.0

Average based on 3 reviews.

5 star
3
4 star
0
3 star
0
2 star
0
1 star
0
Share your thoughts
Select rating
 Added to cart