Quotes

Audio

Read

Books


Write

Sign In

We will fetch book names as per the search key...

ଅଦ୍ୟ ସ୍ରୋତ ( Adya Shrota)

★★★★★
Author | ରାଜଲକ୍ଷ୍ମୀ ତ୍ରିପାଠୀ (Rajalaxmi Tripathy) Publisher | StoryMirror Infotech Pvt. Ltd. ISBN | 978-93-91116-25-5 Pages | 108
PAPERBACK
₹160

About Book:


ସକାଳର କଅଁଳ ସୂର୍ଯ୍ୟକିରଣର ସ୍ପର୍ଶରେ ହାଲୁକା ଲାଗେ ମନ, ଭାବନାର ଆଦ୍ୟ ସ୍ରୋତରେ ଭାସିଆସନ୍ତି କୂଳକୁ ସବିତା, ରୋମା, ସରଗୀ ଆଦି ଚରିତ୍ରମାନେ । ଜୀବନର ବିବିଧ ରଙ୍ଗକୁ ଭିନ୍ନ ଢ଼ଙ୍ଗରେ ଅନୁଭବକରି ସ୍ରୋତ ମୁହାଁ ହୁଅନ୍ତି ସୁବ୍ରତବାବୁଙ୍କ ଠାରୁ ବିଶୁ ମାଢୀ ପରି ଚରିତ୍ର ଗୁଡିକ । ଏ ସମସ୍ତଙ୍କର କିଛି ଦେଖା ଅଦେଖା ଜୀବନ ଚିତ୍ରର ରୂପାୟନ ହିଁ ଏହି ଗଳ୍ପ ସଂକଳନ ‘ଆଦ୍ୟ ସ୍ରୋତ’ ।


About the Author:


‘ଆଦ୍ୟ ସ୍ରୋତ’ ଗଳ୍ପ ସଂକଳନର ଲେଖିକା ରାଜଲକ୍ଷ୍ମୀ ତ୍ରିପାଠୀ ଶିକ୍ଷକତା ବୃତ୍ତିରେ ଓଡ଼ିଶା ଶିକ୍ଷା ସେବାରୁ ସେବା ନିବୃତ୍ତ । ତାଙ୍କର କବିତା, ଗଳ୍ପ ଓ ପ୍ରବନ୍ଧ ଗୁଡିକ ବିଭିନ୍ନ ପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇ ଆଦୃତ । ତାଙ୍କର ଦୁଇଟି ପ୍ରକାଶିତ କବିତା ସଂକଳନ ‘ଅମୃତ ନିର୍ଝର’ ଓ ‘ଏକାୟନ’ । ଲେଖିକା ଷ୍ଟୋରିମିରର୍ ତରଫରୁ ସାରସ୍ୱତ ସମ୍ମାନ

( ୨୦୨୦)ରେ ସମ୍ମାନିତା ।





Be the first to add review and rating.


 Added to cart