Quotes

Audio

Read

Books


Write

Sign In

We will fetch book names as per the search key...

ଆକାଂକ୍ଷା - ଜାନୁୟାରୀ ୨୦୧୯ (eMagazine)

By Storymirror Team


GENRE

Abstract

PAGES

280

ISBN

E-MAGAZINE

PUBLISHER

StoryMirror

E-MAGAZINE ₹0
Rs. 0
ADD TO CART



ଆକାଂକ୍ଷା ଆଶା ଆଉ ଉଦ୍ଦୀପନାର ସ୍ଵର ,ଏକ ନିଆରା ସୃଜନର ଗଙ୍ଗୋତ୍ରୀ । ଯେଉଁଥିରେ ଲିପିବଦ୍ଦ ବଳିଷ୍ଠ କବି ଓ ଲେଖକ ମାନଙ୍କର ବଳିଷ୍ଠ ଲେଖନୀର ଆତ୍ମଲିପି ।


ବହିଟିଏ ସାଥିଟିଏ

ନୂଆ ବର୍ଷ ଆସୁଛି । ତା ସହ ନେଇ ଆସୁଛି ଅନେକ ଆଶା, ଉଦ୍ଦୀପନା ଓ ସମ୍ଭାବନା ।

କେତେ କାହାଣୀ ଗଢି ହୋଇଯାଏ ଏହି ଆଶା,ଉଦ୍ଦୀପନା ଓ ସମ୍ଭାବନାକୁ ନେଇ। ଲଣ୍ଡନରେ କାଳେ ଲେଖାକୁ ପେଶା କରି ହୁଏ । ତେବେ ଭାରତରେ କରି ହେବନି କାହିଁକି?

ଆସନ୍ତୁ ନା, ଏହି ନୂଆ ବର୍ଷରେ ଶପଥ ନେବା ପ୍ରତି ମାସରେ କିଛି ଭଲ ବହି କିଣି ପଢିବା ନିମନ୍ତେ । ଆମେ ସମସ୍ତେ ଚାହିଁଲେ ବଞ୍ଚି ପାରିବ ଲେଖା ଓ ଲେଖକ ।


ରଶ୍ମି ରେଖା ତ୍ରିପାଠୀ

ସମ୍ପାଦିକା







You may also like

Ratings & Reviews

Be the first to add a review!
Select rating
 Added to cart