Audio New

Forum New

Read

Contest

Books


Write

Sign In

Type key we will fetch book names

After purchase of e-magazines, you can read them in your profile page.

ଆକାଂକ୍ଷା - ଜାନୁୟାରୀ ୨୦୧୯ (eMagazine)

★★★★★

AUTHOR :
Storymirror Team
PUBLISHER :
StoryMirror Infotech Pvt. Ltd.
ISBN :
E-MAGAZINE
PAGES :
280
E-MAGAZINE
₹0



ଆକାଂକ୍ଷା ଆଶା ଆଉ ଉଦ୍ଦୀପନାର ସ୍ଵର ,ଏକ ନିଆରା ସୃଜନର ଗଙ୍ଗୋତ୍ରୀ । ଯେଉଁଥିରେ ଲିପିବଦ୍ଦ ବଳିଷ୍ଠ କବି ଓ ଲେଖକ ମାନଙ୍କର ବଳିଷ୍ଠ ଲେଖନୀର ଆତ୍ମଲିପି ।


ବହିଟିଏ ସାଥିଟିଏ

ନୂଆ ବର୍ଷ ଆସୁଛି । ତା ସହ ନେଇ ଆସୁଛି ଅନେକ ଆଶା, ଉଦ୍ଦୀପନା ଓ ସମ୍ଭାବନା ।

କେତେ କାହାଣୀ ଗଢି ହୋଇଯାଏ ଏହି ଆଶା,ଉଦ୍ଦୀପନା ଓ ସମ୍ଭାବନାକୁ ନେଇ। ଲଣ୍ଡନରେ କାଳେ ଲେଖାକୁ ପେଶା କରି ହୁଏ । ତେବେ ଭାରତରେ କରି ହେବନି କାହିଁକି?

ଆସନ୍ତୁ ନା, ଏହି ନୂଆ ବର୍ଷରେ ଶପଥ ନେବା ପ୍ରତି ମାସରେ କିଛି ଭଲ ବହି କିଣି ପଢିବା ନିମନ୍ତେ । ଆମେ ସମସ୍ତେ ଚାହିଁଲେ ବଞ୍ଚି ପାରିବ ଲେଖା ଓ ଲେଖକ ।


ରଶ୍ମି ରେଖା ତ୍ରିପାଠୀ

ସମ୍ପାଦିକା







ADD TO CART
 Added to cart