Quotes

Audio

Read

Books


Write

Sign In

We will fetch book names as per the search key...

ଆକାଂକ୍ଷା - ମାର୍ଚ୍ଚ ୨୦୧୯ (eMagazine)

★★★★★
After purchase of e-magazines, you can read them in your profile page.
Author | Storymirror Team Publisher | StoryMirror Infotech Pvt. Ltd. ISBN | E-MAGAZINE Pages | 178
E-MAGAZINE
₹0

ଆକାଂକ୍ଷା ଆଶା ଆଉ ଉଦ୍ଦୀପନାର ସ୍ଵର ,ଏକ ନିଆରା ସୃଜନର ଗଙ୍ଗୋତ୍ରୀ । ଯେଉଁଥିରେ ଲିପିବଦ୍ଦ ବଳିଷ୍ଠ କବି ଓ ଲେଖକ ମାନଙ୍କର ବଳିଷ୍ଠ ଲେଖନୀର ଆତ୍ମଲିପି ।


ସମ୍ପାଦକୀୟ-


ମଣିଷ ଚୋରୀ କରେ କାହିଁକି ? ଯାହା ତା’ ପାଖରେ ନ    ଥାଏ, ତା’କୁ ପାଇବାର ଆଶା ହିଁ ତାକୁ ଚୋରୀ କରିବା ପାଇଁ ପ୍ରେରିତ କରିଥାଏ ।  ସେତେବେଳେ ତା’ ମୁଣ୍ଡରେ କିଛି ବି ନ ଥାଏ । ଗୋଟିଏ ଚୋର, ଗୋଟିଏ ମୂର୍ଖ ସହିତ ସମାନ । ତେବେ ସାହିତ୍ୟ କ୍ଷେତ୍ରରେ ଯେଉଁ ଚୋରୀ ହୁଏ, ତା’କୁ କ’ଣ କହିବା ? ଲେଖକ କିମ୍ବା ଲେଖିକାଟିଏ ସମାଜର ପଥ ପ୍ରଦର୍ଶକ । ସମାଜର ଦର୍ପଣ । ତେବେ ସେ ଯେତେବେଳେ ଚୋରୀ କରିବ, ଅନ୍ୟର ଲେଖାକୁ ନିଜର ବୋଲି ଦାବୀ କରିବ, ଅନ୍ୟର ଲେଖାକୁ କିଛି ପରିବର୍ତ୍ତନ କରି ନିଜ ନାଁରେ ପ୍ରକାଶ କରିବ, ତେବେ ସମାଜ ଶିଖିବ କ’ଣ ? ଅନ୍ୟ ଲେଖା ଦ୍ୱାରା ପ୍ରଭାବିତ ହେବା କିଛି ଖରାପ କଥା ନୁହେଁ । ତେବେ ସେମିତି କିଛି ଲେଖିବା ବେଳେ ଲେଖାଟି କେଉଁ ମୂଳ ଲେଖାରୁ ଆସିଅଛି, ତାହା ଜଣେଇଦେଲେ ଉକ୍ତ ଲେଖକ କିମ୍ବା ଲେଖିକାଙ୍କର ସମ୍ମାନ ହାନୀ ହେବ ନାହିଁ । ବରଂ ଗୌରବ ବଢିବ ।

ରଶ୍ମି ରେଖା ତ୍ରିପାଠୀ

                                                      ସମ୍ପାଦିକା



Be the first to add review and rating.


 Added to cart