We will fetch book names as per the search key...
Seller | Price | |
---|---|---|
StoryMirror Best price | ₹150 | |
Amazon | Price not available | |
Flipkart | Price not available |
ଆପଣ ନିଜ ଜୀବନରେ ଦ୍ୱନ୍ଦ୍ୱ ଅନୁଭବ କରୁଛନ୍ତି କି? ସବୁ ସ୍ଥାନରେ ବିଶୃଙ୍ଖଳା, ହେଲେ ଆପଣଙ୍କ ଜୀବନରେ କିଛି ନୂଆ ଏବଂ ଖୁସିର ଆବଶ୍ୟକତା ଅଛି କି? ଆସନ୍ତୁ, ତେବେ ପ୍ରସ୍ତୁତ ହୁଅନ୍ତୁ, ବର୍ତ୍ତମାନ ଆପଣଙ୍କ ଜୀବନର ବିଶୃଙ୍ଖଳା ଏବଂ କଳଙ୍କରୁ ନିଜକୁ ମୁକ୍ତ କରି ଆଗକୁ ବଢ଼ିବାର ସମୟ ଆସିଛି । ଓଡ଼ିଆ କ୍ଷୁଦ୍ରଗଳ୍ପଗୁଡ଼ିକର ଏହି ସଂଗ୍ରହ ଆପଣଙ୍କୁ ଜୀବନର ଏସବୁରୁ କିପରି ବାହାରକୁ ଆସିହେବ ଏବଂ ଏହାକୁ ଟ୍ରାକକୁ ଫେରାଇ ଆଣିବାର ସୂତ୍ର ବହନ କରେ ।
ଷ୍ଟୋରିମିରର୍ ଚାହୁଁଛି ସମସ୍ତେ ବୁଝିବାକୁ ଚାହାଁନ୍ତି ଯେ, ପ୍ରେରଣା ଶକ୍ତି ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକୁ କିପରି ପ୍ରଭାବିତ କରେ ।
ଏହି ସଂଗୃହୀତ କାହାଣୀଗୁଡ଼ିକ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଶକ୍ତି ଯୋଗେଇବାରେ ସାହାଯ୍ୟ କରିବ । ତେଣୁ ଏହାକୁ ହାତ ଛଡା କରନ୍ତୁ ନାହିଁ । କାହାଣୀଗୁଡିକ ଆପଣଙ୍କ ଅନ୍ତର୍ନିହିତ ଦକ୍ଷତାକୁ ଚିହ୍ନିବା, ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା, ନୂତନ ସମ୍ଭାବନା ସୃଷ୍ଟି
କରିବାକୁ ପ୍ରେରଣା ଦେବ ।
ପ୍ରେରଣା ପାଇଁ ପଢ଼ନ୍ତୁ!