Quotes

Audio

Read

Books


Write

Sign In

We will fetch book names as per the search key...

SSWC - 2019 (Odia - Story & Poem - Class 4 to Class 12)

★★★★★
Read the E-book in StoryMirror App. Click here to download : Android / iOS
Author | StoryMirror Authors Publisher | StoryMirror Infotech Pvt. Ltd. ISBN | ebook Pages | 29
E-BOOK
₹0

About The Book

ଷ୍ଟୋରୀମିରର୍ ଏକ ବିଦ୍ୟାଳୟ ଲିଖନ ପ୍ରତିଯୋଗିତାର ସଂକଳ୍ପ ନେଇ ଆସିଥିଲା - " ଷ୍ଟୋରୀମିରର୍ ବିଦ୍ୟାଳୟ ଲିଖନ ପ୍ରତିଯୋଗିତା - ୨୦୧୯ " (SSWC 2019) । ଯାହା ସମସ୍ତ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରମାନଙ୍କ ନିକଟରେ ପହଞ୍ଚିଥିଲା ​​ଏବଂ ସେମାନଙ୍କୁ ନିଜର କାହାଣୀ, କବିତା ଆଦି ସର୍ଜନ କର୍ମ ବାଣ୍ଟିବାକୁ ଏକ ସୁଯୋଗ ପ୍ରଦାନ କରିଥିଲା । ତେବେ ଆସନ୍ତୁ ସେମାନଙ୍କ ସର୍ଜନ ଜଗତକୁ ଶୁଣବା ।


ଏହି ପ୍ରତିଯୋଗିତା ମାଧ୍ୟମରେ, ଆମେ ସର୍ଜନ ପ୍ରତିଭା ସମ୍ପନ୍ନ ଲେଖକଙ୍କ ଦୃଶ୍ୟତାକୁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲୁ । ଏହା ମାଧ୍ୟମରେ ଆମେ କିଛି ଉଚ୍ଚ କୋଟିର ସାହିତ୍ୟ କୃତି ମଧ୍ୟ ଗ୍ରହଣ କରିଛୁ । ଯାହା ଆମକୁ ଏକ ସୁନ୍ଦର ପଠନ ଅନୁଭୂତି ପ୍ରଦାନ କରିଛି ।


ଏହି ଇ-ପୁସ୍ତକଟି ବିଦ୍ୟାଳୟ ଛାତ୍ରମାନଙ୍କ ଦ୍ୱାରା କେତେକ ଶ୍ରେଷ୍ଠ କୃତିର ସଂଗ୍ରହ ଅଟେ । ଆମ ଆଶା ଏହା ଆପଣଙ୍କୁ ମଧ୍ୟ ଏକ ଅଭିନବ ପଠନ ଅଭିଜ୍ଞତା ଦେବାରେ ସଫଳ ହେବ ।






Be the first to add review and rating.


 Added to cart