• Chitrakshara

ଚିତ୍ରାକ୍ଷରଏକ ବ୍ୟକ୍ତିକୈନ୍ଦ୍ରିକ ଉଚ୍ଚାରଣ ନୁହେଁ ଏକ ଆବେଗିକ ଅଭିବ୍ୟକ୍ତି ସମାଜ ଓ ମଣିଷର, ସାହିତ୍ୟ ଓ ଜୀବନର ଅପହଞ୍ଚ ଦୂରତାକୁ ଭାଙ୍ଗିରୁଜି ଚୁର୍ମାର୍ କରିଦେବା ପାଇଁ ଏକ ବିକଳ୍ପ ବିପ୍ଳବ । ପରମ୍ପରାର ଶଗଡ଼ଗୁଳାରେ ଆଧୁନିକ ଓ ଉତ୍ତର ଆଧୁନିକ କାବ୍ୟଚେତନାର ଏକ ନିଆରା ନିଶାଣ କବିତାଗୁଡ଼ିକ କେବଳ ଅକ୍ଷରମାନଙ୍କର ସୁସଜ୍ଜିତ ଧାଡ଼ି ନୁହେଁ ବରଂ ଶବ୍ଦ ଓ ଭାବର ମହାସମୁଦ୍ର, ସମାଜ ଓ ଜୀବନର ଚିତ୍ରିତ ଚୌହଦୀ ଚୌକାଠରୁ, ଚାରିକାନ୍ଥରୁ, ଚଉପାଶ ଓ ଚଉଦିଗଯାଏ କ୍ରମଶଃ ବିସ୍ତରିଯାଉଥିବା ପ୍ରଲମ୍ବିତ ଜୀବନର ଜୈତ୍ରଗୀତି, ମହାଜୀବନର ସୁଲଳିତ ସ୍ୱର ଓ ସ୍ୱାକ୍ଷର

Write a review

Note: HTML is not translated!
    Bad           Good

Chitrakshara

  • Product Code: Ebook Odia Product 20
  • Availability: In Stock
  • ₹25

  • Ex Tax: ₹25

Tags: Chitrakshara, Poetry Book, Odia